ଧାମନଗର ଉପନିର୍ବାଚନ: ରାଜେନ୍ଦ୍ରଙ୍କୁ ମିଳିଲା ଚିହ୍ନ ‘ଭାସମାନ ଡଙ୍ଗା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷ ହେବାପରେ ମୋଟ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି । ଏହାସହିତ ବିଜେଡିର ସବୁପ୍ରକାରର ଚାପ ଆଗରେ ମୁଣ୍ଡ ନୁଆଁଇ ରାଜେନ୍ଦ୍ର ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରନ୍ତି […]

Rajandra-Das-BJD

Rajandra-Das-BJD

Ordigital Desk
  • Published: Monday, 17 October 2022
  • Updated: 17 October 2022, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷ ହେବାପରେ ମୋଟ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି । ଏହାସହିତ ବିଜେଡିର ସବୁପ୍ରକାରର ଚାପ ଆଗରେ ମୁଣ୍ଡ ନୁଆଁଇ ରାଜେନ୍ଦ୍ର ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅନ୍ୟପକ୍ଷରେ ନଭେମ୍ବର ୩ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ଉପନିର୍ବାଚନରେ ମୋଟ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଦର୍ଶାଇଛନ୍ତି । ସେମାନେ ହେଲେ ବିଜେଡିର ଅବନ୍ତୀ ଦାସ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଓ ବିଜେପିର ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ(ରାଜୁ) ଓ ପବିତ୍ର ମୋହନ ଦାସ ରହିଛନ୍ତି । ପବିତ୍ରଙ୍କୁ ନିର୍ବାଚନୀ ଚିହ୍ନ ଭାବେ ‘ଶୀତତାପ ନିୟନ୍ତ୍ରିତ ଯନ୍ତ୍ର’ ପ୍ରଦାନ କରାଯାଇଛି ଓ ଅନ୍ୟ ୩ଜଣ ଦଳୀୟ ପ୍ରାର୍ଥୀ ନିଜ ନିଜର ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ନାମାଙ୍କନ ଦାଖଲ କରିଥିବା କୌଣସି ପ୍ରାର୍ଥୀ ଶେଷଦିନରେ ନିଜର ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜେନ୍ଦ୍ର ଦାସ ଆଜି ନିଜର ଅଭିନବ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ସେଥିରେ ମା’-ବାପା, ଗୁରୁଜନ, ବରିଷ୍ଠ, ଚାଚା,ଚାଚି, ଗରିବ ଓ ଖଟିଖିଆ, କୃଷକ ଭାଇ, ସାଧାରଣ ଜନତା ଓ ଭାଇ-ଭଉଣୀଙ୍କୁ ନିଜର ଷ୍ଟାର ପ୍ରଚାରକ ଭାବେ ଅଭିହିତ କରିବା ସହ ଏମାନେ ହିଁ ହର୍ତକର୍ତ୍ତା ଦଇବ ବିଧାତା ବୋଲି ଶ୍ରୀ ଦାସ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story