ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି :୧୪ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଶନିବାର ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଗର ଉନ୍ନୟନ ବିଭାଗର ବିସ୍ତୃତ ଉନ୍ନୟନ ପରିଯୋଜନା ବା ସିଡିପିକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହି ଯୋଜନାର ନିୟମ ଅନୁଯାୟୀ ଉନ୍ନୟନ ଏଜେନ୍ସି ଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ୧୦ ପ୍ରତିଶତ ବେଞ୍ଚମାର୍କ ମୂଲ୍ୟରେ ଜମି କିଣିବେ। ଏହି ଜମିରେ ହାଉସିଂ ସ୍କିମ୍, ରାସ୍ତା ଓ ଅନ୍ୟାନ୍ୟ ଇନ୍ଫ।ଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ କାମ କରାଯିବ। ଏହି ଯୋଜନାର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଓ […]

Odishastat

Odishastat

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 02:09 PM IST

Sports

Latest News

ଭୁବନେଶ୍ୱର: ଶନିବାର ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଗର ଉନ୍ନୟନ ବିଭାଗର ବିସ୍ତୃତ ଉନ୍ନୟନ ପରିଯୋଜନା ବା ସିଡିପିକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହି ଯୋଜନାର ନିୟମ ଅନୁଯାୟୀ ଉନ୍ନୟନ ଏଜେନ୍ସି ଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ୧୦ ପ୍ରତିଶତ ବେଞ୍ଚମାର୍କ ମୂଲ୍ୟରେ ଜମି କିଣିବେ। ଏହି ଜମିରେ ହାଉସିଂ ସ୍କିମ୍, ରାସ୍ତା ଓ ଅନ୍ୟାନ୍ୟ ଇନ୍ଫ।ଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ କାମ କରାଯିବ। ଏହି ଯୋଜନାର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କ୍ଷମତାସଂପନ୍ନ କମିଟି ଗଠନ ହେବ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ସିଭିଲ ସର୍ଭିସ୍ କମ୍ୱାଇନଡ ରିକ୍ରୁଟମେଣ୍ଟ ରୁଲରେ ପରିବର୍ତ୍ତନ ଅଣାଯିବ। ଏଣିକି ପ୍ରତିବର୍ଷ ଓପିଏସପିରେ ପରୀକ୍ଷା ହେବ। ଏହି ପରୀକ୍ଷାରେ ନେଗେଟିଭ ମାର୍କିଂ ରହିବ। ୪ଟି ଭୁଲ ପାଇଁ ୧ ନମ୍ୱର କଟିବ। ସ୍ୱାସ୍ଥ୍ୟ ବିଭାଗର ଚାରିଟି ପଦ ଲାଗି ନୂଆ ନିୟମ କରାଯାଇଛି। ଏଏନ୍ଏମ୍ ପୁରୁଷ ଓ ମହିଳା, ଷ୍ଟାଫ୍ ନର୍ସ, ଫ।ର୍ମାସିଷ୍ଟ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନିୟମ ହୋଇଛି। କ୍ୟାବିନେଟରେ ଆଉ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ହେଉଛି ଏଣିକି ମିଲରଙ୍କଠାରୁ ଆଉ ଲେଭି ଚାଉଳ ସଂଗ୍ରହ କରାଯିବ ନାହିଁ। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ଏଥିରେ ୧୦୫୧ କୋଟି ଖର୍ଚ୍ଚ ହେବ ଓ ୫ ବର୍ଷରେ ୨ ଲକ୍ଷ ପିଲା ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story