ରାଜ୍ୟର ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍।  କୃଷି ମନ୍ତ୍ରାଳୟର ଯୁଗ୍ମସଚିବ କେ. ଶ୍ରୀନିବାସଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ୩ ଓ ୪ ତାରିଖ ଦୁଇ ଦିନ ଧରି ମରୁଡ଼ି ଅଞ୍ଚଳ ଗସ୍ତ କରିବେ। ୫ ତାରିଖରେ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତ ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦ୍ରୀୟ ଟିମ୍ ମରୁଡ଼ି ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ […]

central team

central team

Rakesh Mallick
  • Published: Wednesday, 02 December 2015
  • Updated: 03 December 2015, 02:58 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍।  କୃଷି ମନ୍ତ୍ରାଳୟର ଯୁଗ୍ମସଚିବ କେ. ଶ୍ରୀନିବାସଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ୩ ଓ ୪ ତାରିଖ ଦୁଇ ଦିନ ଧରି ମରୁଡ଼ି ଅଞ୍ଚଳ ଗସ୍ତ କରିବେ। ୫ ତାରିଖରେ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତ ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦ୍ରୀୟ ଟିମ୍ ମରୁଡ଼ି ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ।

ଭୁବନେଶ୍ୱର ବିମାନ ବନ୍ଦରରେ କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ କେ.ଏସ୍ ଶ୍ରୀନିବାସ କହିଛନ୍ତି ଯେ ତାଙ୍କୁ ମିଶାଇ ଏକ ୧୦ ଜଣିଆ ଟିମ୍ ମରୁଡ଼ିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାକୁ ଆସିଛି। ଏହି ସମସ୍ୟମାନେ ଆସନ୍ତାକାଲିଠାରୁ ଦୁଇଟି ଗ୍ରୁପରେ ଭାଗ ହୋଇ ଦୁଇ ଦୁଇଟି ଜିଲ୍ଲା ଗସ୍ତରେ ଯିବେ। ପ୍ରତି ଗ୍ରୁପରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ। ୩ ଓ ୪ ତାରିଖରେ ସେମାନେ କ୍ଷେତ୍ର ପରିଦର୍ଶନ କରିବେ। ୫ ତାରିଖରେ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ସଂସଦର ଶୀତ ଅଧିବେଶନ ଚାଲିଥିବା ସତ୍ତ୍ୱେ ସରକାରଙ୍କ ସ୍ମାରକପତ୍ର ଅନୁଯାୟୀ ସେମାନେ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି। ଅତିକ କମରେ ସେମାନେ ୪ଟି ଜିଲ୍ଲା ବୁଲି ଦେଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story