ରାଜ୍ୟରେ ଟ୍ୟୁରିଜିମ ଆକ୍ସନ ପ୍ଲାନ ପାଇଁ ବିଚାର ବିମର୍ଷ

ଭୁବନେଶ୍ୱର: ଟ୍ୟୁରିଜିମ୍ ଆକ୍ସନ୍ ପ୍ଲାନ୍ ନେଇ ରାଜ୍ୟ ସରକାର ଏବଂ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍ ଓଡ଼ିଶା ମଧ୍ୟରେ ପ୍ରାଥମିକସ୍ତରରେ ବୈଠକ ଶେଷ ହୋଇଛି। ହାରୋ ପକ୍ଷରୁ ରାଜ୍ୟରେ ଟ୍ୟୁରିଜିମ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସୋମବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ହାରୋ ପର୍ଯ୍ୟଟନ ବିଭାଗକୁ ‘ହାରୋ’ ଏହି ପ୍ରସ୍ତାବ ଦେଇଛି। ସରକାର ମଧ୍ୟ ଟ୍ୟୁରିଜିମ କ୍ଷେତ୍ରର ଉନ୍ନତି ପାଇଁ ଚିନ୍ତା କରୁଥିବା ଏବଂ ଆକ୍ସନ ପ୍ଲାନରେ କେଉଁ ଦିଗ […]

Gokul-C-Pati

Gokul-C-Pati

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 11:01 AM IST

Sports

Latest News

ଭୁବନେଶ୍ୱର: ଟ୍ୟୁରିଜିମ୍ ଆକ୍ସନ୍ ପ୍ଲାନ୍ ନେଇ ରାଜ୍ୟ ସରକାର ଏବଂ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍ ଓଡ଼ିଶା ମଧ୍ୟରେ ପ୍ରାଥମିକସ୍ତରରେ ବୈଠକ ଶେଷ ହୋଇଛି। ହାରୋ ପକ୍ଷରୁ ରାଜ୍ୟରେ ଟ୍ୟୁରିଜିମ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସୋମବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ହାରୋ ପର୍ଯ୍ୟଟନ ବିଭାଗକୁ ‘ହାରୋ’ ଏହି ପ୍ରସ୍ତାବ ଦେଇଛି। ସରକାର ମଧ୍ୟ ଟ୍ୟୁରିଜିମ କ୍ଷେତ୍ରର ଉନ୍ନତି ପାଇଁ ଚିନ୍ତା କରୁଥିବା ଏବଂ ଆକ୍ସନ ପ୍ଲାନରେ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବ ସେ ନେଇ ବିଚାର କରୁଛନ୍ତି  ବୋଲି ହାରୋ ଚେୟ୍ୟାରମ୍ୟାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story