ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଲାଗି ତୀର୍ଥଯାତ୍ରା ଯୋଜନା

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଲାଗି ତୀର୍ଥ ଯାତ୍ରା ଯୋଜନା କରାଯାଇଛି। ୬୦ ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ସୁବିଧାରେ ତୀର୍ଥ ଭ୍ରମଣ ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ଯୋଜନା ଆରମ୍ଭ ହୋଇଛି। ରେଳ ବିଭାଗର ଆଇଆରସିଟିସି ସହଯୋଗରେ ଏହା ଚାଲିବ। ଯାତ୍ରା ସମୟରେ ନିରାମିଷ ଭୋଜନ ଦିଆଯିବ। ଏଥିସହ ସ୍ୱାସ୍ଥ୍ୟ ସେବା, ରହଣି, ବୀମା ଓ ଟୁରିଷ୍ଟ ଗାଇଡ ଆଦି ବୟସ୍କ ନାଗରିକ ପାଇପାରିବେ। ଆଗ୍ରହୀ ବ୍ୟକ୍ତି ନିର୍ଦ୍ଧାରତି ସମୟରେ ଫର୍ମ […]

Naveen_Patnaik

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 07:02 AM IST

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଲାଗି ତୀର୍ଥ ଯାତ୍ରା ଯୋଜନା କରାଯାଇଛି। ୬୦ ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ସୁବିଧାରେ ତୀର୍ଥ ଭ୍ରମଣ ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ଯୋଜନା ଆରମ୍ଭ ହୋଇଛି। ରେଳ ବିଭାଗର ଆଇଆରସିଟିସି ସହଯୋଗରେ ଏହା ଚାଲିବ। ଯାତ୍ରା ସମୟରେ ନିରାମିଷ ଭୋଜନ ଦିଆଯିବ। ଏଥିସହ ସ୍ୱାସ୍ଥ୍ୟ ସେବା, ରହଣି, ବୀମା ଓ ଟୁରିଷ୍ଟ ଗାଇଡ ଆଦି ବୟସ୍କ ନାଗରିକ ପାଇପାରିବେ। ଆଗ୍ରହୀ ବ୍ୟକ୍ତି ନିର୍ଦ୍ଧାରତି ସମୟରେ ଫର୍ମ ଫିଲପ କରି ନିକଟସ୍ଥ ତହସିଲ, ବ୍ଲକ, ଉପଜିଲ୍ଲାପାଳ କିମ୍ୱା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରିପାରିବେ।

 

Related story