ଧାନ କିଣିବା ପାଇଁ ଅଟୋମେଶନ୍ ବ୍ୟବସ୍ଥା ୧୬୦ ବ୍ଲକକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣିବା ପାଇଁ ଅଟୋମେଶନ୍ ବ୍ୟବସ୍ଥା ୧୬୦ ବ୍ଲକକୁ ବୃଦ୍ଧି କରାଯାଇଛି। ଏହି  ବ୍ୟବସ୍ଥା ଆସନ୍ତା ଖରିଫ୍ ଋତୁରୁ କାର୍ଯ୍ୟକାରୀ କରାଯିବ । ଧାନ ସଂଗ୍ରହ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୬୦ଟି ବ୍ଲକରେ ଅଟୋମେଶନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। କମ୍ୟୁଟର ମାଧ୍ୟମରେ ବ୍ୟବସ୍ଥିତ ଢ଼ଙ୍ଗରେ ଧାନ ସଂଗ୍ରହ ପାଇଁ ଡିଜିଟାଲ୍ ସିଗ୍ନେଚର ଇଣ୍ଟିଗ୍ରେସନ୍ ବ୍ୟବସ୍ଥା ଲାଗୁ ହେବ। ଏହା ଦ୍ୱାରା ଚାଷୀଙ୍କ ଖାତାରେ […]

peddy

peddy

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 07:46 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଧାନ କିଣିବା ପାଇଁ ଅଟୋମେଶନ୍ ବ୍ୟବସ୍ଥା ୧୬୦ ବ୍ଲକକୁ ବୃଦ୍ଧି କରାଯାଇଛି। ଏହି  ବ୍ୟବସ୍ଥା ଆସନ୍ତା ଖରିଫ୍ ଋତୁରୁ କାର୍ଯ୍ୟକାରୀ କରାଯିବ । ଧାନ ସଂଗ୍ରହ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୬୦ଟି ବ୍ଲକରେ ଅଟୋମେଶନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। କମ୍ୟୁଟର ମାଧ୍ୟମରେ ବ୍ୟବସ୍ଥିତ ଢ଼ଙ୍ଗରେ ଧାନ ସଂଗ୍ରହ ପାଇଁ ଡିଜିଟାଲ୍ ସିଗ୍ନେଚର ଇଣ୍ଟିଗ୍ରେସନ୍ ବ୍ୟବସ୍ଥା ଲାଗୁ ହେବ। ଏହା ଦ୍ୱାରା ଚାଷୀଙ୍କ ଖାତାରେ ସିଧା ସଳଖ ଟଙ୍କା ଜମା ହୋଇ ପାରିବ ବୋଲି ଯୋଗାଣ ସଚିବ ମଧୁ ସୂଦନ ପାଢ଼ୀ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story