ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା: ଡିଜିପି କେବି ସିଂ

ଭୁବନେଶ୍ୱର: ସାଇବର ଅପରାଧର ତଦନ୍ତ ପାଇଁ ରାଜ୍ୟରେ ୩ଟି ନୂଆ ସାଇବର ଥାନା ଖୋଲିବ। ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ସ୍ଥାପନ ହେବ ଏହି ଥାନା।  ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂ ସୋମବାର ଏହି ସୂଚନା ଦେଇଛନ୍ତି। ସାଇବର କ୍ରାଇମକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ କୋଲକାତା, ବେଙ୍ଗଲୁରୁ ଓ ନୂଆଦିଲ୍ଲୀରୁ ଏକ୍ସପର୍ଟମାନେ ଆସି ସାଇବର ଅପରାଧ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ କ୍ରାଇମବ୍ରାଞ୍ଚ, ଅର୍ଥନୈତିକ ଅପରାଧ […]

bk

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 01:59 PM IST

ଭୁବନେଶ୍ୱର: ସାଇବର ଅପରାଧର ତଦନ୍ତ ପାଇଁ ରାଜ୍ୟରେ ୩ଟି ନୂଆ ସାଇବର ଥାନା ଖୋଲିବ। ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ସ୍ଥାପନ ହେବ ଏହି ଥାନା।  ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂ ସୋମବାର ଏହି ସୂଚନା ଦେଇଛନ୍ତି।

ସାଇବର କ୍ରାଇମକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ କୋଲକାତା, ବେଙ୍ଗଲୁରୁ ଓ ନୂଆଦିଲ୍ଲୀରୁ ଏକ୍ସପର୍ଟମାନେ ଆସି ସାଇବର ଅପରାଧ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ କ୍ରାଇମବ୍ରାଞ୍ଚ, ଅର୍ଥନୈତିକ ଅପରାଧ ଶାଖା, ବିଭିନ୍ନ ବ୍ୟାଙ୍କ ଓ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଅଧୀନରେ କଟକରେ ଗୋଟିଏ ସାଇବର ଥାନା କାମ କରୁଛି।

Related story