ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି

ଭୁବନେଶ୍ୱର: ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି (ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟର)। ଏସଓପି ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ଗୋକୂଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବସ କମିଟି ରିପୋର୍ଟ ଆଧାରରେ ଗଠିତ ହେବ ଏହି ଏସଓପି । ସବ କମିଟିରେ ରାଜ୍ୟ ଗୃହ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଆଇନ ବିଭାଗ ସଚିବ ସଦସ୍ୟ ରହିବେ ବୋଲି ମୁଖ୍ୟ ଶାସନ […]

gokula

gokula

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 08:32 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ଲାଗୁ ହେବ ଏସଓପି (ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟର)। ଏସଓପି ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ଗୋକୂଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବସ କମିଟି ରିପୋର୍ଟ ଆଧାରରେ ଗଠିତ ହେବ ଏହି ଏସଓପି । ସବ କମିଟିରେ ରାଜ୍ୟ ଗୃହ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଆଇନ ବିଭାଗ ସଚିବ ସଦସ୍ୟ ରହିବେ ବୋଲି ମୁଖ୍ୟ ଶାସନ ସଚିବ ପତି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos