ବଜାର ଯିବାକୁ ଟାଇମ୍ ନାହିଁ, ଭାଇ ପାଇଁ ଅନଲାଇନ୍‌ରୁ ରାକ୍ଷୀ କିଣୁଛି ଭଉଣୀ, ଏପଟେ ମାର୍କେଟରେ ବେପାର ମାନ୍ଦା

Ordigital Desk
  • Published: Friday, 04 August 2017
  • , Updated: 04 August 2017, 08:43 PM IST
<p>ଭୁବନେଶ୍ୱର: ଆଉ କିଛିଦିନ ପରେ ରାକ୍ଷୀ ପୂର୍ଣ୍ଣିମା, ଭାଇ ଓ ଭଉଣୀ ସମ୍ପର୍କକୁ ପାଳନ କରିବାର ପର୍ବ। ଭଉଣୀ ତା ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ତା ଶୁଭ କାମନା କରିଥାଏ। କିନ୍ତୁ ଆଧୁନିକ ଯୁଗରେ ରାକ୍ଷୀ ପାଳନର ଉପାୟ ବଦଳି ଯାଇଛି। ଦୋକାନକୁ ଯାଇ ରାକ୍ଷୀ କିଣିବାକୁ ଭଉଣୀମାନଙ୍କୁ ଆଉ ସମୟ ନାହିଁ। ତେଣୁ ସେମାନେ ଅନଲାଇନ୍ ମାଧ୍ୟମରେ ରାକ୍ଷୀ ମଗାଇ ଭାଇ ପାଖକୁ ପଠାଉଛନ୍ତି। ଏହି କାରଣରୁ ଏପଟେ ମାର୍କେଟରେ ରାକ୍ଷୀ ବେପାର ମାନ୍ଦା ପଡ଼ିଯାଇଛି। ଏପରି ସ୍ଥିତିରେ ମାର୍କେଟର ସ୍ଥିତି ପରଖିଥିଲା ଓଡ଼ିଶା ରିପୋର୍ଟର ଟିମ୍। &nbsp;ଦେଖନ୍ତୁ ବିଶ୍ୱବନ୍ଦିତା ଓ ବନ୍ଦନାଙ୍କ ରିପୋର୍ଟ।</p>

Related story