ସ୍ୱଚ୍ଛତା ଓ ପରିବେଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଲେ ଯୁବକ ଯୁବତୀ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି ଯେ, ଆଜିର ଯୁବପିଢି ଭୁଲ ଦିଗରେ ଗତି କରୁଛି। ସେମାନେ ସମାଜଠାରୁ ଦୂରେଇ ଯାଉଛନ୍ତି। କିନ୍ତୁ ସବୁବେଳେ ଓ ସମସ୍ତଙ୍କ କ୍ଷେତ୍ରରେ ଏ ଅଭିଯୋଗ ଠିକ ନୁହେଁ। ଭୁବନେଶ୍ୱର ଉପକଣ୍ଠରେ ଥିବା କିଛି ଗାଁର ଯୁବକ ଯୁବତୀ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭୁବନେଶ୍ୱର ନିକଟ ଜୟପୁର ଇଟିପୁର ଅଂଚଳର ଦୟାନଦୀ କୂଳରେ ଥିବା ପ୍ରାୟ ୧୫ଟି ଗାଁର ଯୁବକମାନେ ମିଶି ଏକ ଭଲ […]

WhatsApp-Image-2019-02-17-a

WhatsApp-Image-2019-02-17-a

Biswobandita Swain
  • Published: Monday, 18 February 2019
  • Updated: 18 February 2019, 11:15 AM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି ଯେ, ଆଜିର ଯୁବପିଢି ଭୁଲ ଦିଗରେ ଗତି କରୁଛି। ସେମାନେ ସମାଜଠାରୁ ଦୂରେଇ ଯାଉଛନ୍ତି। କିନ୍ତୁ ସବୁବେଳେ ଓ ସମସ୍ତଙ୍କ କ୍ଷେତ୍ରରେ ଏ ଅଭିଯୋଗ ଠିକ ନୁହେଁ। ଭୁବନେଶ୍ୱର ଉପକଣ୍ଠରେ ଥିବା କିଛି ଗାଁର ଯୁବକ ଯୁବତୀ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଭୁବନେଶ୍ୱର ନିକଟ ଜୟପୁର ଇଟିପୁର ଅଂଚଳର ଦୟାନଦୀ କୂଳରେ ଥିବା ପ୍ରାୟ ୧୫ଟି ଗାଁର ଯୁବକମାନେ ମିଶି ଏକ ଭଲ ପଦକ୍ଷେପ ନେଇଛନ୍ତି। ଆଞ୍ଚଳିକ ବିକାଶ ପରିଷଦ ବ୍ୟାନରରେ ଏକାଠି ହୋଇ ପ୍ରାୟ ୨୫୦ରୁ ଅଧିକ ଯୁବକ ସ୍ୱଚ୍ଛତା ଓ ପରିବେଶ ସମ୍ପର୍କରେ ନିଜ ଅଂଚଳର ଲୋକଙ୍କୁ ସଚେତନ କରାଇଛନ୍ତି।

ସେଥିପାଇଁ ଅନୁଷ୍ଠାନ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଲୋକମାନେ କେମିତି ନିଜ ଗାଁ ଓ ନଦୀପଠା ପରିଷ୍କାର ରଖିବେ ସେ ନେଇ ଏହି ଯୁବକମାନେ ଲୋକମାନଙ୍କ ବୁଝାଇଥିଲେ। ଏହି ଅବସରରେ ଏହି ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୁବକ ମାନଙ୍କ ସହ ସାମିଲ ହୋଇଥିଲେ। (ଦେଖନ୍ତୁ ଭିଡିଓ)

https://www.youtube.com/watch?v=aOlc-ukdLWw&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story