ଆରମ୍ଭ ହେଲା ରମଜାନ୍ ମାସ

ଭୁବନେଶ୍ୱର: ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇଛି। ଆଜିଠାରୁ ଇସ୍‌ଲାମ୍‌ ଧର୍ମାବଲମ୍ୱୀ ରୋଜା ରଖୁଛନ୍ତି। ଗତକାଲି ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ଏ ନେଇ ରାଜ୍ୟ ଚାନ୍ଦ କମିଟି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା। ଆଜିଠାରୁ ମାସେ ପର୍ଯ୍ୟନ୍ତ ଇସ୍‌ଲାମ୍ ଧର୍ମାବଲମ୍ୱୀ ରୋଜା ରଖିବେ। ଚାନ୍ଦ ଦେଖିବା ପରେ ଇଦ୍‌ ଘୋଷଣା କରାଯିବ।

ramjan

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 08:21 AM IST

Related story