କ୍ୟାନସର ପୀଡ଼ିତାଙ୍କ ଆଖିର ଲୁହ ପୋଛିଲେ ରାନୀ

ସାଲେପୁର(ମନୋଜ ଆଚାର୍ଯ୍ୟ): କ୍ୟାନସରରେ ପୀଡ଼ିତ ସଞ୍ଜୁଲତା ମଳିକ। ଚିକିତ୍ସା ହେବା ପାଇଁ ପାଖରେ ପଇସା ନାହିଁ। ଅସହ୍ୟ ହେଉଛି ଯନ୍ତ୍ରଣା। ଠିକ୍‌ରେ କଥା କହିପାରୁ ନାହାନ୍ତି। ଶରୀର ଓ ପରିବାର ପେଟ ଯନ୍ତ୍ରଣା ପାଇଁ ଅନବରତ ଆଖିରୁ ବୋହୁଛି ଲୁହ। ଆଉ ଏପରି ସମୟରେ ପାଖରେ ପହଞ୍ଚିଛନ୍ତି ସିନେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିତୀ ସାହୁ। କରୋନା ମହାମାରୀ ବେଳେ ସଞ୍ଜୁଙ୍କ ଆଖିରୁ ସେ ଲୁହ ପୋଛି ଦେଇଛନ୍ତି। ନିଜର ସାମର୍ଥ୍ୟ ମୁତାବକ ସହାୟତା ମଧ୍ୟ ଦେଇଛନ୍ତି। ଆଉ […]

rani

rani

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 10:25 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): କ୍ୟାନସରରେ ପୀଡ଼ିତ ସଞ୍ଜୁଲତା ମଳିକ। ଚିକିତ୍ସା ହେବା ପାଇଁ ପାଖରେ ପଇସା ନାହିଁ। ଅସହ୍ୟ ହେଉଛି ଯନ୍ତ୍ରଣା। ଠିକ୍‌ରେ କଥା କହିପାରୁ ନାହାନ୍ତି। ଶରୀର ଓ ପରିବାର ପେଟ ଯନ୍ତ୍ରଣା ପାଇଁ ଅନବରତ ଆଖିରୁ ବୋହୁଛି ଲୁହ। ଆଉ ଏପରି ସମୟରେ ପାଖରେ ପହଞ୍ଚିଛନ୍ତି ସିନେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିତୀ ସାହୁ। କରୋନା ମହାମାରୀ ବେଳେ ସଞ୍ଜୁଙ୍କ ଆଖିରୁ ସେ ଲୁହ ପୋଛି ଦେଇଛନ୍ତି। ନିଜର ସାମର୍ଥ୍ୟ ମୁତାବକ ସହାୟତା ମଧ୍ୟ ଦେଇଛନ୍ତି। ଆଉ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ରାନୀ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାହାପଡ଼ା ପଞ୍ଚାୟତ ବରଦିଆ ଗାଁର ସଞ୍ଜୁଲତା ମଳିକ। ସେ ଦୀର୍ଘ ୯ ମାସ ଧରି ମୁଖ ଗହ୍ୱର କ୍ୟାନସରରେ ପୀଡ଼ିତ। ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌କୁ ଯାଇଥିଲେ। ସେଠାରେ ଚିକିତ୍ସା ମଧ୍ୟ ପାଉଥିଲେ। ତେବେ କଣ ହେଲା କେଜାଣି ତାଙ୍କୁ ହଠାତ ଡିସ୍‌ଚାର୍ଜ କରିଦିଆଗଲା।

ପାଖରେ ଅର୍ଥ ନଥିବାରୁ ଅନ୍ୟ କେଉଁଠିକି ଚିକିତ୍ସା ପାଇଁ ଯାଇପାରିଲେ ନାହିଁ। ସେଥିପାଇଁ ପଡୋଶୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ। ହେଲେ କେହି ସହାୟତାର ହାତ ବଢ଼ାଇଲେ ନାହିଁ। ଶେଷରେ ଯନ୍ତ୍ରଣାକୁ ଶରୀରରେ ରଖି ବିଛଣାରେ ପଡ଼ି ରହିଲେ। ଏନେଇ ଖବର ଓଟିଭିରେ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତାଙ୍କ ପାଖରେ ପହଞ୍ଚିଥିଲା। ଚିକିତ୍ସା ପାଇଁ ସଞ୍ଜୁଲତାଙ୍କୁ ସହାୟତା ଦେଇଥିଲା। ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା।

https://www.facebook.com/OdishaReporter/posts/3129914687131920

ଦିନକୁ ଦିନ ସଞ୍ଜୁଙ୍କ ସ୍ୱାସ୍ଥ୍ୟ ଓ ପରିବାର ଅବସ୍ଥା ବିଗୁଡ଼ୁଥିଲା। ଏକଥା ଜାଣିପାରି ତାଙ୍କ ଘରେ ପହଞ୍ଚିଥିଲେ ସିନେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିତୀ ସାହୁ। ନିଜର ସାଧ୍ୟ ମୁତାବକ ଦେଇଥିଲେ ସହାୟତା। ସଞ୍ଜୁଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story