ନାବାଳିକାଙ୍କୁ ଦୁଷ୍କର୍ମ କରି ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଲେ ଡ୍ୟାନ୍ସ ମାଷ୍ଟର

କଟକ (ଓଡ଼ିଶା ରିପୋର୍ଟର): ଏକ ନାବାଳିକା ଦୁଷ୍କର୍ମ ମାମଲାରେ କଟକ ପକ୍ସୋ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଦେଇ ନ ପାରିଲେ ଦୋଷୀକୁ ଆହୁରି ୬ ମାସ ଜେଲରେ ରହିବାକୁ ପଡ଼ିବ ବୋଲି କହିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦ […]

Stop Rape

Stop Rape

Jitendra Garnayak
  • Published: Tuesday, 21 December 2021
  • Updated: 21 December 2021, 08:38 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଏକ ନାବାଳିକା ଦୁଷ୍କର୍ମ ମାମଲାରେ କଟକ ପକ୍ସୋ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଦେଇ ନ ପାରିଲେ ଦୋଷୀକୁ ଆହୁରି ୬ ମାସ ଜେଲରେ ରହିବାକୁ ପଡ଼ିବ ବୋଲି କହିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଏହି ଦୋଷୀର ନାମ ରମାକାନ୍ତ ସିଂହ। ତା’ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ। ୨୦୧୯ ନଭେମ୍ବର ୨୧ ତାରିଖରେ ନେମାଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ରମାକାନ୍ତ।

ରମାକାନ୍ତ ସିଂହ ଜଣେ ଡ୍ୟାନ୍ସ ମାଷ୍ଟର। ସେ ତପସ୍ୱିନୀ ଅପେରା ପାର୍ଟିରେ ନାଚ ଶିଖାଉଥିଲା। ୨୦୧୯ ନଭେମ୍ବର ୨୧ ତାରିଖରେ ନେମାଳ ଥାନା ଅଞ୍ଚଳରେ ଅପେରା ପଡ଼ିଥିବା ବେଳେ ସେ ଜଣେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା। ତା’ପର ଦିନ ସକାଳେ ଝିଅଟିକୁ ଏକ ବାଉଁଶ ବୁଦା ଭିତରୁ ବେହୋସ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏ ନେଇ ନେମାଳ ଥାନାରେ ଏତଲା ଦିଆଯିବା ପରେ ରମାକାନ୍ତକୁ ଗିରଫ କରିଥିଲା ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story