ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା

<p>ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ତାରେ ଏସ୍&zwnj;ସିବିରେ ଭର୍ତ୍ତି କରାଯାଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ରଶି ଲଗାଇ ଦେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।</p> <p>ଅଭିଯୋଗ ଅନୁସାରେ,ତୁଣପୁର ଗାଁର ନାବାଳିକାକୁ ଥଣ୍ଡା ବୋତଲରେ ନିଶା ଦେଇ ସେହି ଗାଁର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବକ ଜଣଙ୍କ ପୀଡ଼ିତାଙ୍କୁ ଧମକ ଚମକ ଦେବା, ଟଙ୍କା ମାଗିବା, ବିବାହ କରିବାକୁ ବାଧ୍ୟ କରିବା ଓ ଇଣ୍ଟରନେଟ୍&zwnj;ରେ ପୋଷ୍ଟ କରିବା ପାଇଁ ବ୍ଲାକ୍&zwnj;ମେଲ କରି ଆସୁଥିଲା। ଏନେଇ ପୀଡ଼ିତାଙ୍କ ବାପା ସ୍ଥାନୀୟ ଫାଣ୍ଡିରେ ଏତଲା ଦେଇଥିଲେ।</p>

Ordigital Desk
  • Published: Tuesday, 13 March 2018
  • Updated: 13 March 2018, 01:19 PM IST

Sports

Latest News

<p>ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ତାରେ ଏସ୍&zwnj;ସିବିରେ ଭର୍ତ୍ତି କରାଯାଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ରଶି ଲଗାଇ ଦେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।</p><p>ଅଭିଯୋଗ ଅନୁସାରେ,ତୁଣପୁର ଗାଁର ନାବାଳିକାକୁ ଥଣ୍ଡା ବୋତଲରେ ନିଶା ଦେଇ ସେହି ଗାଁର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ଏହାପରେ ଯୁବକ ଜଣଙ୍କ ପୀଡ଼ିତାଙ୍କୁ ଧମକ ଚମକ ଦେବା, ଟଙ୍କା ମାଗିବା, ବିବାହ କରିବାକୁ ବାଧ୍ୟ କରିବା ଓ ଇଣ୍ଟରନେଟ୍&zwnj;ରେ ପୋଷ୍ଟ କରିବା ପାଇଁ ବ୍ଲାକ୍&zwnj;ମେଲ କରି ଆସୁଥିଲା। ଏନେଇ ପୀଡ଼ିତାଙ୍କ ବାପା ସ୍ଥାନୀୟ ଫାଣ୍ଡିରେ ଏତଲା ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos