୧୦୦ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦରକୁ ହ୍ରାସ କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ଲ୍ୟାବ୍ରୋଟୋରୀର ଏଣିକି ୧୦୦ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିହେବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଆଇସିଏମଆର ଗାଇଡଲାଇନ୍ ଓ ଟେଷ୍ଟିଂ ପ୍ରୋଟୋକଲକୁ ପାଳନ କରି ଭୁବନେଶ୍ୱରସ୍ଥିତ ଆରଏମଆରସିର ତଦାରଖରେ ଘରୋଇ ଲ୍ୟାବ୍ରୋଟୋରୀରେ ଟେଷ୍ଟ କରିବେ। ରାଜ୍ୟରେ ଥିବା ସମସ୍ତ ଘରୋଇ […]

covid survey

covid survey

Tapas Behera
  • Published: Monday, 21 December 2020
  • Updated: 21 December 2020, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦରକୁ ହ୍ରାସ କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ଲ୍ୟାବ୍ରୋଟୋରୀର ଏଣିକି ୧୦୦ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିହେବ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଆଇସିଏମଆର ଗାଇଡଲାଇନ୍ ଓ ଟେଷ୍ଟିଂ ପ୍ରୋଟୋକଲକୁ ପାଳନ କରି ଭୁବନେଶ୍ୱରସ୍ଥିତ ଆରଏମଆରସିର ତଦାରଖରେ ଘରୋଇ ଲ୍ୟାବ୍ରୋଟୋରୀରେ ଟେଷ୍ଟ କରିବେ। ରାଜ୍ୟରେ ଥିବା ସମସ୍ତ ଘରୋଇ ଲ୍ୟାବ୍ରୋଟୋରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏଣିକି ସର୍ବାଧିକ ୧୦୦ଟଙ୍କା(ଜିଏସଟିକୁ ମିଶାଇ)ରେ ହେବ। ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦର ୪୦୦ଟଙ୍କାରେ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos