ରାଉରକେଲା: ଧୂମଧାମରେ ଚାଲିଛି ମା’ଙ୍କ ଭସାଣୀ

ରାଉରକେଲା: ରାଉରକେଲାରେ ଚାଲିଛି  ଦୁର୍ଗା ମା’ଙ୍କ ଭସାଣୀ ପର୍ବ। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ୯୮ଟି ମେଢକୁ ଆଜି ବିସର୍ଜନ କରାଯାଉଛି। ବାଲୁଘାଟଠାରେ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ଏହି ସବୁ ମେଢକୁ ବିସର୍ଜନ କରାଯାଉଛି। ଏଥିଲାଗି ୨ଟି ପୋକଲିନ ଓ ୪ଟି ହାଇଡ୍ରା ମେସିନ ନିୟୋଜିତ କରାଯାଇଛି। ଗତକାଲି ଏହି ଅସ୍ଥାୟୀ ପୋଖରୀରେ ଆବର୍ଜନା ଜଳ ଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବିସର୍ଜନ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ରାତିରେ ପୁରୁଣା ପାଣି […]

rarakala-6

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 10:17 AM IST

ରାଉରକେଲା: ରାଉରକେଲାରେ ଚାଲିଛି  ଦୁର୍ଗା ମା'ଙ୍କ ଭସାଣୀ ପର୍ବ। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ୯୮ଟି ମେଢକୁ ଆଜି ବିସର୍ଜନ କରାଯାଉଛି। ବାଲୁଘାଟଠାରେ ଖୋଳାଯାଇଥିବା ଅସ୍ଥାୟୀ ପୋଖରୀରେ ଏହି ସବୁ ମେଢକୁ ବିସର୍ଜନ କରାଯାଉଛି। ଏଥିଲାଗି ୨ଟି ପୋକଲିନ ଓ ୪ଟି ହାଇଡ୍ରା ମେସିନ ନିୟୋଜିତ କରାଯାଇଛି। ଗତକାଲି ଏହି ଅସ୍ଥାୟୀ ପୋଖରୀରେ ଆବର୍ଜନା ଜଳ ଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବିସର୍ଜନ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ରାତିରେ ପୁରୁଣା ପାଣି ବାହାର କରାଯାଇ ନଦୀ ଜଳ ଭର୍ତ୍ତି କରାଯାଇଥିଲା । ପରେ ଆଜି ସୁରୁଖୁରୁରେ ବିସର୍ଜନ କାର୍ଯ୍ୟ ଚାଲିଛି।

Related story