ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର କେଉଟପଡ଼ାର ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା ଦେଶୀଡଙ୍ଗାରେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଜାଲ ପକାଇବା ବେଳେ ଏକ ବିରଳ ପ୍ରଜାତିର ମାଛ ପଡ଼ି ଯାଇଥିଲା। ମାଛର ଦେହଟି ଝୋଟି ଚିତା ପରି ଚିତ୍ରିତ ହୋଇଥିବା ବେଳେ ପିଠିରେ କଣ୍ଟା ରହିଛି। ଏହାର ଓଜନ ଏକ କିଲୋଗ୍ରାମରୁ ଅଧିକ ହେବ। ଏହାର ପ୍ରକୃତ […]

fish

fish

Manoranjan Sial
  • Published: Saturday, 31 October 2020
  • Updated: 31 October 2020, 10:47 AM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର କେଉଟପଡ଼ାର ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା ଦେଶୀଡଙ୍ଗାରେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ।

ଜାଲ ପକାଇବା ବେଳେ ଏକ ବିରଳ ପ୍ରଜାତିର ମାଛ ପଡ଼ି ଯାଇଥିଲା। ମାଛର ଦେହଟି ଝୋଟି ଚିତା ପରି ଚିତ୍ରିତ ହୋଇଥିବା ବେଳେ ପିଠିରେ କଣ୍ଟା ରହିଛି। ଏହାର ଓଜନ ଏକ କିଲୋଗ୍ରାମରୁ ଅଧିକ ହେବ। ଏହାର ପ୍ରକୃତ ନାଁ କଣ ଜଣାପଡ଼ି ନାହିଁ। ତେବେ କେହି କେହି କଣା ବୁଦିଆ ପ୍ରଜାତିର ଏକ ସାମୁଦ୍ରିକ ମାଛ ବୋଲି ଅନୁମାନ କରିଥିବା ବେଳେ ଏହି ବିରଳ ପ୍ରଜାତିର ମାଛଟି ସାତ କୋଶିଆ ଗଣ୍ଡରୁ ଉପରକୁ ଉଠି ଆସିଥିବା ଅନୁମାନ କରୁଛନ୍ତି। ମାଛିଟିକୁ ନଦୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

https://youtu.be/gchN5IZOB_4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story