ଉତ୍ତର ଆମେରିକାରେ ଚିହ୍ନଟ ହୋଇଥିବା ସାପ ଓଡ଼ିଶାରେ

ବାରିପଦା(ମାଣିକଲାଲ ପାଣି): ପ୍ରଥମେ ଉତ୍ତର ଆମେରିକାରେ ଚିହ୍ନଟ ହୋଇଥିବା ସାପ ଦେଖିବାକୁ ମିଳିଛି ଓଡ଼ିଶାରେ। ଏହି ବିରଳ ପ୍ରଜାତିର ସାପଟି ଦେଖିବା ପାଇଁ ନାଉଡଙ୍କିଆ ସାପ ପରି। ନାଉଡଙ୍କିଆ ସାପର ରଙ୍ଗ ସବୁଜ। କିନ୍ତୁ ଏ ସାପର ରଙ୍ଗ ଧୂଷର। ବାରିପଦା ସହରରେ ଏହି ସାପଟିକୁ ଦେଖିବାକୁ ମିଳିଛି। ସାପଟି ଗଛରୁ ଓହ୍ଲାଇ ଘର ବାରଣ୍ଡାରେ ଥିବା ବାଇକ୍‌ ସିଟ୍‌ ପରେ ପଶି ଯାଇଥିଲା। ଘର ମାଲିକ ଏହା ଦେଖି ତାଲିମ୍‌ ପ୍ରାପ୍ତ ସାପ ଧରାଳୀ ସୌମ୍ୟା […]

Snake

Snake

Manoranjan Sial
  • Published: Tuesday, 13 September 2022
  • Updated: 13 September 2022, 09:04 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ପ୍ରଥମେ ଉତ୍ତର ଆମେରିକାରେ ଚିହ୍ନଟ ହୋଇଥିବା ସାପ ଦେଖିବାକୁ ମିଳିଛି ଓଡ଼ିଶାରେ। ଏହି ବିରଳ ପ୍ରଜାତିର ସାପଟି ଦେଖିବା ପାଇଁ ନାଉଡଙ୍କିଆ ସାପ ପରି। ନାଉଡଙ୍କିଆ ସାପର ରଙ୍ଗ ସବୁଜ। କିନ୍ତୁ ଏ ସାପର ରଙ୍ଗ ଧୂଷର। ବାରିପଦା ସହରରେ ଏହି ସାପଟିକୁ ଦେଖିବାକୁ ମିଳିଛି।

ସାପଟି ଗଛରୁ ଓହ୍ଲାଇ ଘର ବାରଣ୍ଡାରେ ଥିବା ବାଇକ୍‌ ସିଟ୍‌ ପରେ ପଶି ଯାଇଥିଲା। ଘର ମାଲିକ ଏହା ଦେଖି ତାଲିମ୍‌ ପ୍ରାପ୍ତ ସାପ ଧରାଳୀ ସୌମ୍ୟା ଷଡଙ୍ଗୀଙ୍କୁ ଖବର ଦେଇଥିଲେ। ସେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଦେଖିବାକୁ ଧୂସର ରଙ୍ଗର। ଏହା ଏକ ବିରଳ ପ୍ରଜାତିର ସାପ ବୋଲି ସୌମ୍ୟ କହିଛନ୍ତି।

[caption id="attachment_766264" align="aligncenter" width="650"]Snake ସାପଟିକୁ ଉଦ୍ଧାର କରିଛନ୍ତି ସୌମ୍ୟା[/caption]

ସେ ଆହୁରି କହିଛନ୍ତି ଏହି ପ୍ରଜାତିର ସାପ ପ୍ରଥମେ ଉତ୍ତର ଆମେରିକାରେ ଚିହ୍ନଟ ହୋଇଥିଲେ। ପରେ ଏହାର ପ୍ରଜାତିର ସାପଙ୍କୁ ମେସ୍କିକୋ, ଥାଇଲାଣ୍ଡ ଓ ମାଲେସିଆରେ ଦେଖିବାକୁ ମିଳିଥିଲା। ଏବେ ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସାପ ଚିହ୍ନଟ ହେଲେଣି ବୋଲି ସୌମ୍ୟା କହିଛନ୍ତି। ସାପଟି ସେଭଳି ବିଷାକ୍ତ ହୋଇ ନ ଥିଲେ ମଧ୍ୟ ଲୋକେ ଭୟରେ ଏହି ପ୍ରଜାତିରକୁ ମାରିଦେଉଛନ୍ତି। ଏହାର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବା ଦରକାର। ଏହି ସାପକୁ ସୁରକ୍ଷାଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ସୌମ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story