ଆଜି ରସଗୋଲା ମହୋତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଭଳି ଆଜି ମକର ସଂକ୍ରାନ୍ତି ଅବସରରେ ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ଭାରତ ମସଲା ସହଯୋଗରେ ‘ରସଗୋଲା ମହୋତ୍ସବ’ ଆୟୋଜନ କରୁଛି। ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡ଼ିଆରେ ଅପରାହ୍ଣ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ ଓ ରସଗୋଲା ପ୍ରଦର୍ଶନ କରିବେ। ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ଏହାସହ ସନ୍ଧ୍ୟାରେ ଓଲିଉଡ୍‌ […]

Rasagola

Rasagola

Jitendra Garnayak
  • Published: Monday, 14 January 2019
  • Updated: 14 January 2019, 09:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଭଳି ଆଜି ମକର ସଂକ୍ରାନ୍ତି ଅବସରରେ ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ଭାରତ ମସଲା ସହଯୋଗରେ ‘ରସଗୋଲା ମହୋତ୍ସବ’ ଆୟୋଜନ କରୁଛି।

ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡ଼ିଆରେ ଅପରାହ୍ଣ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ ଓ ରସଗୋଲା ପ୍ରଦର୍ଶନ କରିବେ।

ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’।

ଏହାସହ ସନ୍ଧ୍ୟାରେ ଓଲିଉଡ୍‌ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story