ସିଲଭରସିଟିକୁ ମିଠାମୟ କଲା ‘ଓଟିଭି’
କଟକ(ଓଡ଼ିଶା ରିପୋର୍ଟର): ମିଠା ମୟ ହୋଇଛି କଟକ ବାଲିଯାତ୍ରା ପଡ଼ିଆ। ଆୟୋଜିତ ହୋଇଛି ଓଟିଭିର ରସଗୋଲା ମହୋତ୍ସବ-୨୦୨୦। ଏଥର ରସଗୋଲା ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନେ ସେମାନଙ୍କ ସୁଆଦିଆ ମିଠାର ସମ୍ଭାର ଧରି ଆସିଛନ୍ତି। ଯେଉଁଥିରେ ଅଛି ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ର ଛେନାପୋଡ଼, ଟାଙ୍ଗିର ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ମହୋତ୍ସବ ମଜା ସାଙ୍ଗକୁ ସୁଆ […]
କଟକ(ଓଡ଼ିଶା ରିପୋର୍ଟର): ମିଠା ମୟ ହୋଇଛି କଟକ ବାଲିଯାତ୍ରା ପଡ଼ିଆ। ଆୟୋଜିତ ହୋଇଛି ଓଟିଭିର ରସଗୋଲା ମହୋତ୍ସବ-୨୦୨୦। ଏଥର ରସଗୋଲା ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନେ ସେମାନଙ୍କ ସୁଆଦିଆ ମିଠାର ସମ୍ଭାର ଧରି ଆସିଛନ୍ତି। ଯେଉଁଥିରେ ଅଛି ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ର ଛେନାପୋଡ଼, ଟାଙ୍ଗିର ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ମହୋତ୍ସବ ମଜା ସାଙ୍ଗକୁ ସୁଆ ଦିଆ ମିଠାର ମଜା ନେଉଛନ୍ତି ଗ୍ରାହକ।