ରାଷ୍ଟ୍ରଦୂତ ବିରଜା ପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର:ତାଜିକସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିରଜା ପ୍ରସାଦଙ୍କ ହୃଦ୍‌ଘାତରେ ଶନିବାର ପରଲୋକ ଘଟିଛି। ସେ ୧୯୯୮ ବ୍ୟାଚ୍ ଓଡ଼ିଆ ଆଇଏଫ୍‌ଏସ୍‌ ଅଫିସର ଥିଲେ। ତାଙ୍କ ପରଲୋକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶୋକ ପ୍ରକାଶ କରିଛନ୍ତି।

Biraja-Prasad-IFS

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 05:13 AM IST

Related story