ଭୁବନେଶ୍ୱର: ରସୁଲଗଡ଼ ଫ୍ଲାଇଓଭରରେ ଗଡ଼ିଲା ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ରେ ନିର୍ମାଣ ହୋଇଥିବା ଫ୍ଲାଇଓଭରରେ ଆଜିଠାରୁ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ଫ୍ଲାଇଓଭରର ଗୋଟିଏ ପାର୍ଶ୍ୱ ଖୋଲା ଯାଇଛି। ଏଥିରେ ଭୁବନେଶ୍ୱରରୁ କଟକ ଆଡ଼କୁ ଗାଡ଼ି ଚଳାଚଳ ଆରମ୍ଭ କରାଯାଇଛି। ଦଶହରା ସୁଦ୍ଧା ଫ୍ଲାଇଓଭରଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଅର୍ଥାତ ଏହାର ଅନ୍ୟ ପାର୍ଶ୍ୱଟି ମଧ୍ୟ ଖୋଲି ଯିବ। ଫଳରେ କଟକରୁ ଭୁବନେଶ୍ୱର ଆଡ଼କୁ ମଧ୍ୟ ଏଥିରେ ଯାତାୟାତ ହୋଇପାରିବ ବୋଲି ଏନଏଚଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

flyover

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 06:16 AM IST

Related story