‘ଅଣସର ନହେଲେ ଶ୍ରୀଅଙ୍ଗକୁ ବିପଦ’

ପୁରୀ (ଓଡ଼ିଶା ରିପୋର୍ଟର): ରଥ ନିର୍ମାଣକୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ଘୋଷଯାତ୍ରାର ଆୟୋଜନ ସମ୍ପର୍କରେ ରାଜ୍ୟ ସରକାଣଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛି କେନ୍ଦ୍ର। ଅନ୍ୟପକ୍ଷରେ ରଥଯାତ୍ରା ସହ ଯୋଡ଼ି ହୋଇଥିବା ପରମ୍ପରାକୁ ନେଇ ଆଶଙ୍କା ଦେଖାଦେଇଛି। ରଥ ନିର୍ମାଣ ନ ହେଲେ ରଥଯାତ୍ରା ସମ୍ଭବ ନୁହଁ। ରଥଯାତ୍ରା ନ ହେଲେ ସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା କାହିଁକି ହେବ? ପୁଣି ସ୍ନାନ ଯାତ୍ରା ନହେଲେ ଅଣସର ନୀତିର ଆବଶ୍ୟକତା ଆଉ ରହିବ କେମିତି? ଅଣସର ନୀତି […]

sabayat

sabayat

Manoranjan Sial
  • Published: Thursday, 07 May 2020
  • Updated: 07 May 2020, 08:47 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ରଥ ନିର୍ମାଣକୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ଘୋଷଯାତ୍ରାର ଆୟୋଜନ ସମ୍ପର୍କରେ ରାଜ୍ୟ ସରକାଣଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛି କେନ୍ଦ୍ର। ଅନ୍ୟପକ୍ଷରେ ରଥଯାତ୍ରା ସହ ଯୋଡ଼ି ହୋଇଥିବା ପରମ୍ପରାକୁ ନେଇ ଆଶଙ୍କା ଦେଖାଦେଇଛି। ରଥ ନିର୍ମାଣ ନ ହେଲେ ରଥଯାତ୍ରା ସମ୍ଭବ ନୁହଁ। ରଥଯାତ୍ରା ନ ହେଲେ ସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା କାହିଁକି ହେବ? ପୁଣି ସ୍ନାନ ଯାତ୍ରା ନହେଲେ ଅଣସର ନୀତିର ଆବଶ୍ୟକତା ଆଉ ରହିବ କେମିତି? ଅଣସର ନୀତି ନ ହେଲେ ଶ୍ରୀଅଙ୍ଗ ପ୍ରତି ଘୋର ବିପଦ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ହଳଧର ଦାସମହାପାତ୍ର। ଏତେ ସବୁ ନୀତି କରିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିହେବ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି-“୨୫୦ ଲୋକ ନ ହେଲେ ୩ ଠାକୁରଙ୍କୁ ସ୍ନାନ କରିବା ସମ୍ଭବ ନୁହଁ। ଏହାଛଡ଼ା ରଥ ନିର୍ମାଣ ପଛରେ ନ ଯାଇ କିଭଳି ରଥଯାତ୍ରା ବିଧି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ, ତା’ ଉପରେ ସେବାୟତଙ୍କ ସହ ଆଲୋଚନା କରିବା ଦରକାର। ଲକଡାଉନ ବେଳେ ବିଭିନ୍ନ ନୀତିକାନ୍ତି ସହ ବାହାରକୁ ଦିଅଁ ବାହାରୁଛନ୍ତି। ଗତକାଲି ନୃସିଂହ ଚତୁର୍ଦ୍ଦଶୀରେ ଆଜ୍ଞାମାଳ ବିଜେ ହୋଇଥିଲା। ଅକ୍ଷୟ ତୃତୀୟା ଦିନ ଆଜ୍ଞାମାଳ ବିଜେ ହୋଇଥିଲେ କି ଅସୁବିଧା ହୋଇଥାନ୍ତା?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story