ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥଖଳା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ। ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି। ଏହାସହ ତିନି ରଥରେ ଲାଗିଥିବା କୋଣଗୁଜରେ ରଙ୍ଗକାମ […]

puri----------------

puri----------------

Jyoshna Pradhan
  • Published: Tuesday, 25 June 2019
  • Updated: 26 June 2019, 11:23 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ। ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି।

ଏହାସହ ତିନି ରଥରେ ଲାଗିଥିବା କୋଣଗୁଜରେ ରଙ୍ଗକାମ ଆରମ୍ଭ ହୋଇଛି। ଚିତ୍ରକର ସେବକମାନେ ଏଥିରେ ରଂଗଦେବା କାମ ଆରମ୍ଭ କରିଛନ୍ତି। ପାର୍ଶ୍ୱ ଦେବାଦେବୀ ରଙ୍ଗ କାମ ସରିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ କାମକୁ ଆଗେଇ ନେଇଛନ୍ତି ଚିତ୍ରକର ସେବକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos