ରତ୍ନପଥର ଜବତକୁ ନେଇ ତେଜିଲା ରାଜନୀତି

ରାୟଗଡ଼ା (ଓଡ଼ିଶା ରିପୋର୍ଟର) ରାୟଗଡ଼ାରୁ ରତ୍ନପଥର ଜବତ ଘଟଣାକୁ ନେଇ ତେଜିଲା ରାଜନୀତି । ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ରତ୍ନପଥର ଜବତ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ରତ୍ନପଥର ଚୋରା ଚାଲାଣ ଘଟଣାରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ସଂପୃକ୍ତି ଥିବା କଂଗ୍ରେସ ଅଭିଯୋଗ ଆଣିଛି।  ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଏହି କାରବାର ଚାଲିଥିବା କଂଗ୍ରେସ ପ୍ରେସ୍‌ମିଟ୍ କରି ଅଭିଯୋଗ କରିବା ସହ ଅଭିଯୁକ୍ତ […]

690

690

Tapas Behera
  • Published: Tuesday, 08 December 2020
  • Updated: 08 December 2020, 05:30 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର) ରାୟଗଡ଼ାରୁ ରତ୍ନପଥର ଜବତ ଘଟଣାକୁ ନେଇ ତେଜିଲା ରାଜନୀତି । ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ରତ୍ନପଥର ଜବତ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ରତ୍ନପଥର ଚୋରା ଚାଲାଣ ଘଟଣାରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ସଂପୃକ୍ତି ଥିବା କଂଗ୍ରେସ ଅଭିଯୋଗ ଆଣିଛି।  ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଏହି କାରବାର ଚାଲିଥିବା କଂଗ୍ରେସ ପ୍ରେସ୍‌ମିଟ୍ କରି ଅଭିଯୋଗ କରିବା ସହ ଅଭିଯୁକ୍ତ ଜିତେନ୍ଦ୍ର ବେହେରାର ବିଜେଡି ନେତାଙ୍କ ସହ ଲିଙ୍କ୍ ନେଇ ଫଟୋ ରିଲିଜ୍ କରିଛି ।

ଏହାସହ ମନ୍ତ୍ରୀ ସାରକାଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ।  ଅନ୍ୟପଟେ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।  ନିର୍ବାଚନ ମଣ୍ଡଳୀରୁ ତାଙ୍କପାଖକୁ ଅନେକ ଲୋକ ଆସନ୍ତି  । ଯଦି କେହି ତାଙ୍କ ସହ ଫଟୋ ଉଠାଏ ତେବେ ସେ କଣ କରିପାରିବେ ବୋଲି କହିଛନ୍ତି। ଗତକାଲି ରାୟଗଡ଼ା ସହରର ଏକ ଅଳଙ୍କାର ଦୋକାନରୁ ୧୫୩ କେଜି ରତ୍ନପଥର ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍  । ଜବତ ରତ୍ନପଥରର ବଜାର ମୂଲ୍ୟ ପ୍ରାୟ ଦେଢକୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story