ରାଉରକେଲାରୁ ସମ୍ୱଲପୁରକୁ ଚାଲିଲା ନୂଆ ପାସେଞ୍ଜର ଟ୍ରେନ୍

ରାଉରକେଲା:ରାଉରକେଲାରୁ ସମ୍ୱଲପୁର ମଧ୍ୟରେ ଆଜିଠାରୁ ଏକ ନୂଆ ପାସେଞ୍ଜର ଟ୍ରେନ୍ ଚଳାଚଳ କରିଛି। ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ଡିଏମୟୁ ଟ୍ରେନର ଶୁଭାରମ୍ଭ କରିଥିଲେ। ଏହାପରେ ରାଉରକେଲା ରେଳ ଷ୍ଟେସନରେ ଚକ୍ରଧରପୁର ଡିଭିଜନର ଡିଆରଏମ ପତାକା ହଲାଇ ଏହାର ଉଦଘାଟନ କରିଥିଲେ। ଏହି ଟ୍ରେନରେ ବାଇଓମେଟ୍ରିକ୍ ଟଏଲେଟର ବ୍ୟବସ୍ଥା କରାଯାଇଛି। ଟ୍ରେନଟି ପ୍ରତିଦିନ ରାଉରକେଲାରୁ ସମ୍ୱଲପୁର ଯିବା ଆସିବା କରିବ।

rourkelarusambalpurkutrain

rourkelarusambalpurkutrain

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 02:08 PM IST

Sports

Latest News

ରାଉରକେଲା:ରାଉରକେଲାରୁ ସମ୍ୱଲପୁର ମଧ୍ୟରେ ଆଜିଠାରୁ ଏକ ନୂଆ ପାସେଞ୍ଜର ଟ୍ରେନ୍ ଚଳାଚଳ କରିଛି। ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ଡିଏମୟୁ ଟ୍ରେନର ଶୁଭାରମ୍ଭ କରିଥିଲେ। ଏହାପରେ ରାଉରକେଲା ରେଳ ଷ୍ଟେସନରେ ଚକ୍ରଧରପୁର ଡିଭିଜନର ଡିଆରଏମ ପତାକା ହଲାଇ ଏହାର ଉଦଘାଟନ କରିଥିଲେ। ଏହି ଟ୍ରେନରେ ବାଇଓମେଟ୍ରିକ୍ ଟଏଲେଟର ବ୍ୟବସ୍ଥା କରାଯାଇଛି। ଟ୍ରେନଟି ପ୍ରତିଦିନ ରାଉରକେଲାରୁ ସମ୍ୱଲପୁର ଯିବା ଆସିବା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos