ଗେଟ୍‌ ବିବାଦରୁ ରେଭେନ୍ସାରେ ତେଜିଲା ଛାତ୍ର ଆନ୍ଦୋଳନ

କଟକ(ଓଡ଼ିଶା ରିପୋର୍ଟର): ଶୁଣିଲେନି କର୍ତ୍ତୃପକ୍ଷ । ବହୁ ଥର ଆଲୋଚନା ସତ୍ତ୍ୱେ ମାନିଲେନି ଦାବି । ଫଳରେ ନିଜକୁ ଅସୁରକ୍ଷିତ ମଣି ଆନ୍ଦୋଳନକୁ ଓହ୍ଲାଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ । ସନ୍ଧ୍ୟା ପରେ କଲେଜ ମୁଖ୍ୟ ଫାଟକ ବନ୍ଦ ରଖି ପଛ ପଟ ଗେଟ୍‌ ଖୋଲିବାକୁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ଛାତ୍ର ସଂଘ । ଫଳରେ ଏବେ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ ଓ […]

ctc

ctc

Niharika Rout
  • Published: Thursday, 19 May 2022
  • Updated: 19 May 2022, 11:40 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଶୁଣିଲେନି କର୍ତ୍ତୃପକ୍ଷ । ବହୁ ଥର ଆଲୋଚନା ସତ୍ତ୍ୱେ ମାନିଲେନି ଦାବି । ଫଳରେ ନିଜକୁ ଅସୁରକ୍ଷିତ ମଣି ଆନ୍ଦୋଳନକୁ ଓହ୍ଲାଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ । ସନ୍ଧ୍ୟା ପରେ କଲେଜ ମୁଖ୍ୟ ଫାଟକ ବନ୍ଦ ରଖି ପଛ ପଟ ଗେଟ୍‌ ଖୋଲିବାକୁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ଛାତ୍ର ସଂଘ । ଫଳରେ ଏବେ ଏକ ପ୍ରକାର ମୁହାଁମୁହିଁ ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ ଓ ଛାତ୍ର ସଂଘ । ଦାବି ନ ମାନିଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ ।  

ସୂଚନାଯୋଗ୍ୟ, ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦକୁ ନେଇ ଆରମ୍ଭ ହୋଇଛି ମହାଭାରତ ।  ସନ୍ଧ୍ୟା ୬ ଟା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨ଂ ମୁଖ୍ୟ ଫାଟକକୁ ତାଲା ପକେଇ ପଛପଟ ୪ ନଂ ଫାଟକ ଖୋଲିବା ନେଇ କୁଳପତି ଦେଇଥିବା ନିର୍ଦ୍ଦେଶକୁ ତୀବ୍ର ବିରୋଧ କରିଛି ଛାତ୍ର ସଂଘ । ଏପରିକି ଗତରାତିରୁ ବହୁ ସଂଖ୍ୟାରେ ଛାତ୍ର ଅନଶନରେ ବସିଛନ୍ତି ।

ଏନେଇ ଆନ୍ଦୋଳନକାରୀ ଛାତ୍ର କହିଛନ୍ତି,  ୨ ନଂ ଗେଟ୍‌ ସନ୍ଧ୍ୟା ୬ଟାରୁ ବନ୍ଦ କରି ୪ ନଂ ଗେଟ୍‌ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ୪ ନଂ ଗେଟ୍‌  ପଟେ ଭାରୀଯାନ , ମାଲପରିବହନ ଗାଡ଼ି ଯାତାୟାତ କରୁଛି । ସେଠାରେ ଏକ ବିଦେଶୀ ମଦ କାଉଣ୍ଟର ଅଛି। ଉକ୍ତ ସ୍ଥାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ।  ଫଳରେ ଛାତ୍ରଛାତ୍ରୀ ସେପଟେ ଅନ୍ଧାରରେ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ସେଠାରେ ତାଳଦଣ୍ଡା କେନାଲ ଥିବା ବେଳେ ରାସ୍ତା ସଂକିର୍ଣ୍ଣ ରହିଛି ଓ କାମ ଚାଲିଛି। ତେଣୁ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ।

ଏନେଇ କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ବି ସେମାନେ ନିଜ ଜିଦ୍‌ରେ ଅଟଳ ରହିଛି। ସିକ୍ୟୁରିଟି ସମସ୍ୟା ଥିବାରୁ ଅଣ ଛାତ୍ରଙ୍କ ପ୍ରବେଶକୁ ରୋକିବାକୁ ଏପରି କରାଯାଉଥିବା କହିଛନ୍ତି।   କିନ୍ତୁ ସନ୍ଧ୍ୟା ପରେ ୪ ନଂ ଗେଟ୍‌ ଖୋଲିଦେଲେ ଏହାର ସମାଧାନ ହେବନି। ଏହାର ବିକଳ୍ପ ବାଟ ଖୋଜିବା ଦରକାର । କର୍ତ୍ତୃପକ୍ଷ ଆମ ଦାବି ନ ଶୁଣିବାକୁ କାଲି ରାତିରୁ ଅନଶନରେ ବସିଛୁ।  ଭବିଷ୍ୟତରେ ସେମାନେ ଠିକ୍‌ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛୁ। ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅନଶନରତ ଛାତ୍ର ।

https://youtu.be/Zvh3_8bZ5v0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story