ରାୟଗଡ଼ା: ଆନ୍ଥ୍ରାସ ଆକ୍ରାନ୍ତରେ ୨ମୃତ, ୧୦ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେଙ୍ଗା ପଞ୍ଚାୟତ ଡାବୁଗୁଡ଼ା ଗାଁରେ ଆନ୍ଥ୍ରାସ ରୋଗ ଆକ୍ରାନ୍ତରେ ତିନି ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୋମନାଥ ନାୟକ ଓ ଜାଇମତି ଝଡ଼ିଆ। କେଉଁ କାରଣରୁ ଏହି ରୋଗ ବ୍ୟାପିଛି  ବର୍ତ୍ତମାନ ସୁଧା ଜଣାପଡ଼ିନାହିଁ। ଏହି ରୋଗ ସଧାରଣତ ପଚା ମାଂସ ଖାଇଲେ ହୋଇଥାଏ । କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ୍ ଡାବୁଗୁଡ଼ା ଗାଁକୁ ଯାଇ […]

anras

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 01:25 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେଙ୍ଗା ପଞ୍ଚାୟତ ଡାବୁଗୁଡ଼ା ଗାଁରେ ଆନ୍ଥ୍ରାସ ରୋଗ ଆକ୍ରାନ୍ତରେ ତିନି ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୋମନାଥ ନାୟକ ଓ ଜାଇମତି ଝଡ଼ିଆ। କେଉଁ କାରଣରୁ ଏହି ରୋଗ ବ୍ୟାପିଛି  ବର୍ତ୍ତମାନ ସୁଧା ଜଣାପଡ଼ିନାହିଁ। ଏହି ରୋଗ ସଧାରଣତ ପଚା ମାଂସ ଖାଇଲେ ହୋଇଥାଏ । କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ୍ ଡାବୁଗୁଡ଼ା ଗାଁକୁ ଯାଇ ଚିକିତ୍ସା କରୁଛନ୍ତି।

Related story