ରାୟଗଡା : ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ

ରାୟଗଡା: ବହୁ ଚର୍ଚ୍ଚିତ ଟିକିରି  ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ଦ୍ୱାରା ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ରାୟଗଡା ଜିଲ୍ଲା ଦୌରାଜଜ ଅଦାଲତରେ  ହୋଇଥିବା ମାମଲାର ସରକାରୀ ଓକିଲଙ୍କ ସାକ୍ଷୀ  ନେଇସାରିବା ପରେ  ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି। ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ୬ଜଣ ସାକ୍ଷୀଙ୍କୁ ଜେରାପାଇଁ ଅନୁମତି ମିଳିବା ପରେ  ଟିକିରିର କୃଷ୍ଣ ମାଝୀ ଓ ଭୁବନ ଗୌଡ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଦୁଇ ଜଣ ସାକ୍ଷୀଙ୍କୁ ଜେରା […]

itisri

itisri

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 06:41 AM IST

Sports

Latest News

ରାୟଗଡା: ବହୁ ଚର୍ଚ୍ଚିତ ଟିକିରି  ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ଦ୍ୱାରା ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ରାୟଗଡା ଜିଲ୍ଲା ଦୌରାଜଜ ଅଦାଲତରେ  ହୋଇଥିବା ମାମଲାର ସରକାରୀ ଓକିଲଙ୍କ ସାକ୍ଷୀ  ନେଇସାରିବା ପରେ  ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି। ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ୬ଜଣ ସାକ୍ଷୀଙ୍କୁ ଜେରାପାଇଁ ଅନୁମତି ମିଳିବା ପରେ  ଟିକିରିର କୃଷ୍ଣ ମାଝୀ ଓ ଭୁବନ ଗୌଡ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଦୁଇ ଜଣ ସାକ୍ଷୀଙ୍କୁ ଜେରା କରାଯିବ ବୋଲି ପ୍ରତିପକ୍ଷ ଓକିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story