ରାୟଗଡା : ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ

ରାୟଗଡା: ବହୁ ଚର୍ଚ୍ଚିତ ଟିକିରି  ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ଦ୍ୱାରା ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ରାୟଗଡା ଜିଲ୍ଲା ଦୌରାଜଜ ଅଦାଲତରେ  ହୋଇଥିବା ମାମଲାର ସରକାରୀ ଓକିଲଙ୍କ ସାକ୍ଷୀ  ନେଇସାରିବା ପରେ  ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି। ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ୬ଜଣ ସାକ୍ଷୀଙ୍କୁ ଜେରାପାଇଁ ଅନୁମତି ମିଳିବା ପରେ  ଟିକିରିର କୃଷ୍ଣ ମାଝୀ ଓ ଭୁବନ ଗୌଡ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଦୁଇ ଜଣ ସାକ୍ଷୀଙ୍କୁ ଜେରା […]

itisri

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 06:41 AM IST

ରାୟଗଡା: ବହୁ ଚର୍ଚ୍ଚିତ ଟିକିରି  ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ପ୍ରତିପକ୍ଷ ଓକିଲଙ୍କ ଦ୍ୱାରା ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ରାୟଗଡା ଜିଲ୍ଲା ଦୌରାଜଜ ଅଦାଲତରେ  ହୋଇଥିବା ମାମଲାର ସରକାରୀ ଓକିଲଙ୍କ ସାକ୍ଷୀ  ନେଇସାରିବା ପରେ  ପ୍ରତିପକ୍ଷ ଓକିଲଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି। ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ୬ଜଣ ସାକ୍ଷୀଙ୍କୁ ଜେରାପାଇଁ ଅନୁମତି ମିଳିବା ପରେ  ଟିକିରିର କୃଷ୍ଣ ମାଝୀ ଓ ଭୁବନ ଗୌଡ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଦୁଇ ଜଣ ସାକ୍ଷୀଙ୍କୁ ଜେରା କରାଯିବ ବୋଲି ପ୍ରତିପକ୍ଷ ଓକିଲ କହିଛନ୍ତି।

Related story