କାଲିଠୁ ରାୟଗଡ଼ା ଜିଲ୍ଲା ଶଟ୍‌ଡାଉନ୍‌

କଲ୍ୟାଣସିଂପୁର( ମାଉଡି ବାରିକ): ରାୟଗଡ଼ା ଜିଲ୍ଲାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ  ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ରାୟଗଡ଼ା ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ଶଟ୍‌ଡାଉନ୍ କଟକଣା ବଳବତ୍ତର ରହିବ। ଆଜି ଜିଲ୍ଲାରୁ ୯୬ କରୋନା କରୋନା ପଜିଟିଭ ଚିହ୍ନଟ ପରେ ଏହି ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବ୍ୟଶକ ଦୋକାନ ଖୋଲା ରହିବ। କରୋନା ଲକ୍ଷଣ ଥିଲେ ଭୟଭୀତ ନ ହୋଇ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି […]

ttttttttttttttt

Tapaswini Nayak
  • Published: Wednesday, 22 July 2020
  • , Updated: 22 July 2020, 12:54 PM IST

କଲ୍ୟାଣସିଂପୁର( ମାଉଡି ବାରିକ): ରାୟଗଡ଼ା ଜିଲ୍ଲାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ  ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ରାୟଗଡ଼ା ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ଶଟ୍‌ଡାଉନ୍ କଟକଣା ବଳବତ୍ତର ରହିବ।

ଆଜି ଜିଲ୍ଲାରୁ ୯୬ କରୋନା କରୋନା ପଜିଟିଭ ଚିହ୍ନଟ ପରେ ଏହି ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବ୍ୟଶକ ଦୋକାନ ଖୋଲା ରହିବ। କରୋନା ଲକ୍ଷଣ ଥିଲେ ଭୟଭୀତ ନ ହୋଇ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ, ରାୟଗଡ଼ାରେ ଜିଲ୍ଲାରେ ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ସୁସ୍ଥ ହୋଇଛନ୍ତି। ୧୯୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Related story