ରାୟଗଡା: ଇତିଶ୍ରୀ ମୃତ୍ୟୁ ମାମଲା ତଦନ୍ତ ଲାଗି ଟିକିରିରେ ସିବିଆଇ ଟିମ

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ସିବିଆଇ ଟିମ ଗୁରୁବାର ଟିକିରି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଜେରା କରିଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ପଚରାଉଚରା ଚାଲିଥିଲା। ଏହି ସମୟରେ ସ୍କୁଲର ସହକାରୀ ଶିକ୍ଷକ ଯୋଗେଶ୍ୱର ବେନ୍ୟା ଏବଂ ରୋଷେୟା ଶଶୀଭୂଷଣ ନାୟକଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ପଚରାଉଚରା ହୋଇଛି। ଆଜି ପୁଣି […]

baleswar

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 02:57 AM IST

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ସିବିଆଇ ଟିମ ଗୁରୁବାର ଟିକିରି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଜେରା କରିଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ପଚରାଉଚରା ଚାଲିଥିଲା। ଏହି ସମୟରେ ସ୍କୁଲର ସହକାରୀ ଶିକ୍ଷକ ଯୋଗେଶ୍ୱର ବେନ୍ୟା ଏବଂ ରୋଷେୟା ଶଶୀଭୂଷଣ ନାୟକଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ପଚରାଉଚରା ହୋଇଛି। ଆଜି ପୁଣି ଥରେ ପୂର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି।

Related story