ଏଣିକି ମିସ୍ କଲରେ ଗ୍ୟାସ୍ ରିଫିଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏଣିକି ଗୋଟିଏ ମିସ୍ କଲରେ ଏଲପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଯେକୌଣସି ଗ୍ରାହକ 84549_55555 ନଂରେ ମିସ୍ କଲ୍ କଲେ ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ।  ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି।  ତାସହ xp 100 ବା ଅଧିକ ଗୁଣବତା ଥିବା ଇନ୍ଧନର […]

dharmendra

dharmendra

Tapas Behera
  • Published: Friday, 01 January 2021
  • Updated: 01 January 2021, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏଣିକି ଗୋଟିଏ ମିସ୍ କଲରେ ଏଲପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଯେକୌଣସି ଗ୍ରାହକ 84549_55555 ନଂରେ ମିସ୍ କଲ୍ କଲେ ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ।  ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି।  ତାସହ xp 100 ବା ଅଧିକ ଗୁଣବତା ଥିବା ଇନ୍ଧନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି।  ଏହିକ୍ରମରେ ଦିଗବୋଇ ବିଶୋଧନାଗାରରୁ ପ୍ରଥମ xp 100ର ବ୍ୟାଚକୁ ଫ୍ଳାଗଅପ୍ କରି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story