ଶବ କହୁଛି ମୋତେ କରୋନା ହୋଇନି !

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କରୋନା ହୋଇ ନଥିଲା । ହେଲେ ଭୂତାଣୁ ଆଶଙ୍କାରେ କେହି ଆସିଲେନି । କରୋନା ଭୟରେ ଶବ ସତ୍କାର ନହୋଇ ଘର ଭିତରେ ପଡିରହିଥିଲା ଶଵ । ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ । ଏଭଳି ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ସହର ଶାନ୍ତିପଡାରେ । କରୋନାକୁ ନେଇ ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ଅନ୍ୟ କେଉଁ ରୋଗରେ ମୃତ ବ୍ୟକ୍ତିର ଶବକୁ ମଧ୍ୟ ଛୁଉଁନାହାନ୍ତି । ଆଜି ଶାନ୍ତିପଡାରେ ରହୁଥିବା […]

bm

bm

Tapas Behera
  • Published: Monday, 03 May 2021
  • Updated: 03 May 2021, 05:56 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କରୋନା ହୋଇ ନଥିଲା । ହେଲେ ଭୂତାଣୁ ଆଶଙ୍କାରେ କେହି ଆସିଲେନି । କରୋନା ଭୟରେ ଶବ ସତ୍କାର ନହୋଇ ଘର ଭିତରେ ପଡିରହିଥିଲା ଶଵ । ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ । ଏଭଳି ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ସହର ଶାନ୍ତିପଡାରେ । କରୋନାକୁ ନେଇ ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ଅନ୍ୟ କେଉଁ ରୋଗରେ ମୃତ ବ୍ୟକ୍ତିର ଶବକୁ ମଧ୍ୟ ଛୁଉଁନାହାନ୍ତି । ଆଜି ଶାନ୍ତିପଡାରେ ରହୁଥିବା ୟୁଜିବି ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ନବକିଶର ବରିହାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ତାଙ୍କର କେବଳ ଦୁଇଟି ଝିଅ ଥିବା ବେଳେ ପୁଅ ନାହାନ୍ତି । କରୋନା ଭୟରେ ଶବ ଛୁଇଁବାକୁ ଆଖପାଖ ଲୋକ କିମ୍ୱା ବନ୍ଧୁ ପରିଜନ କେହି ଆସିନଥିଲେ । ଶେଷରେ ଏ ସଂର୍ପକରେ ଖବର ପାଇବା ପରେ ପିପିଇ କିଟ ପିନ୍ଧି ମୃତ ବ୍ୟକ୍ତିଙ୍କ ଘରେ ପହଚିଂ ଯାଇଥିଲେ ଚାରିଜଣ ସ୍ୱେଚ୍ଛାସେବୀ । ସନ୍ତୋଷ ପଟ୍ଟନାୟକ, ଦେବରାଜ ମହାନନ୍ଦ ,ପାର୍ଥ କରଣ ଏବଂ ଦେବରାଜ ନାଗ ପହଚିଂ ମୃତ ବ୍ୟକ୍ତିକୁ କାନ୍ଧ ଦେଇଥିଲେ । ଶବକୁ ସତ୍କାର ପାଇଁ ବିଭୁତିପଡା ଠାରେ ଥିବା ଶ୍ମଶାନକୁ ନେଇଥିଲେ । ସେତିକିରେ ସରିନଥିଲା ଦୁଃଖ । କରୋନା ଭୟରେ ବିଭୁତିପଡାରେ ଶବ ସତ୍କାର ପାଇଁ ମନାକଲେ ପଡାବାସୀ ।

ଶେଷରେ ସ୍ୱଚ୍ଛାସେବୀ ମାନେ ଆରଟିଓ ଛକ ଶ୍ମଶାନରେ ଶବର ସତ୍କାର କରିଥିଲେ । ମୃତ ବ୍ୟକ୍ତିଙ୍କ ଜ୍ୱାଇଁ ପହଚିଂ ମୁଖାଗ୍ନି ଦେଇଥିଲେ । କରୋନା ଭୟରେ ଵଲାଙ୍ଗିର ଜିଲ୍ଲାର ଅନେକ ଜାଗାରେ ମୃତ ବ୍ୟକ୍ତି ମାନଙ୍କ ଶବ ସମ୍ମାନର ସହିତ ସତ୍କାର ହୋଇପାରୁନାହିଁ । କିଛି ସ୍ୱେଚ୍ଛାସେବୀ ଆଗେଇ ଆସି ଶବ ଗୁଡିକର ସତ୍କାର କରୁଥିବାରୁ ସେମାନଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story