ଖରିଫ ଧାନ ବିକିପାରିନାହାନ୍ତି ଚାଷୀ, ଏବେ ରବି ଧାନ ପାଇଁ ପଞ୍ଜିକରଣ ଅବଧି ଏପ୍ରିଲ ୧୦କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଯୋଗୁ ଲକ୍ଷାଧିକ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି। ମାର୍ଚ୍ଚ ୩୧ତାରିଖ ପରଠୁ ଖରିଫ ଧାନ ସଂଗ୍ରହ କରୁନଥିବା ରାଜ୍ୟ ସରକାର ଏବେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାଁ ପଞ୍ଜିକରଣ ସମୟସୀମାକୁ ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍ ସମୟସୀମା ଏପ୍ରିଲ ୧୦ରୁ ୧୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ପୃକ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଓ ମହିଳା ସ୍ୱୟଂ […]

crop

crop

Ordigital Desk
  • Published: Wednesday, 07 April 2021
  • Updated: 07 April 2021, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଯୋଗୁ ଲକ୍ଷାଧିକ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି। ମାର୍ଚ୍ଚ ୩୧ତାରିଖ ପରଠୁ ଖରିଫ ଧାନ ସଂଗ୍ରହ କରୁନଥିବା ରାଜ୍ୟ ସରକାର ଏବେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାଁ ପଞ୍ଜିକରଣ ସମୟସୀମାକୁ ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୋସାଇଟିଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍ ସମୟସୀମା ଏପ୍ରିଲ ୧୦ରୁ ୧୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ପୃକ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପାଣି ପଂଚାୟତ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଞ୍ଜିକରଣ ସମୟସୀମା ବୃଦ୍ଧି ସମ୍ପର୍କିତ ସୂଚନା ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ଚାଷୀମାନେ ସେମାନଙ୍କ ନାଁ ପଞ୍ଜ୍‌ିକରଣ କରିପାରିବେ ବୋଲି ସରକାରୀ ଭାବେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡ଼ା, ବରଗଡ଼, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡ଼ା, ମୟୂରଭଞ୍ଜ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଚାଷୀମାନେ ଚଳିତ ଖରିଫ ଋତୁର ଧାନ ବିକ୍ରି କରିପାରୁନଥିବା ନେଇ ବାରମ୍ବାର ଅଭିଯୋଗ କରିବା ସହ ବିଧାନସଭାରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେଇ ମାର୍ଚ୍ଚ ୩୧ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରିଦେଲେ । ଯାହାଫଳରେ ପ୍ରାୟ ଅଢ଼େଇ ଲକ୍ଷ ଚାଷୀ ନିଜର ଧାନ ବିକ୍ରି କରିବାରୁ ବଂଚିତ ହେଲେ ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story