ବନ୍ଦ ରହିବ ନିୟମିତ ‘ମୋ ବସ୍’ ସେବା, କିନ୍ତୁ କାହା ପାଇଁ ଚାଲିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂରା ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବର୍ଦ୍ଧିତ ଲକ୍‌ଡାଉନ୍‌ରେ ସାଧାରଣ ପରିବହନ, ଯେପରିକି ବସ୍ ଚଳାଚଳ ବନ୍ଦ ରହିବ। ଏହି କ୍ରମରେ ମୋ ବସ୍‌ର ନିୟମିତ ସେବା ମଧ୍ୟ ବନ୍ଦ ରହିବ। କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ବର୍ଦ୍ଧିତ ଲକ୍‌ଡାଉନ୍‌ରେ  ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ‘ମୋ […]

mo-bus

mo-bus

Jitendra Garnayak
  • Published: Wednesday, 19 May 2021
  • Updated: 19 May 2021, 01:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂରା ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବର୍ଦ୍ଧିତ ଲକ୍‌ଡାଉନ୍‌ରେ ସାଧାରଣ ପରିବହନ, ଯେପରିକି ବସ୍ ଚଳାଚଳ ବନ୍ଦ ରହିବ। ଏହି କ୍ରମରେ ମୋ ବସ୍‌ର ନିୟମିତ ସେବା ମଧ୍ୟ ବନ୍ଦ ରହିବ।

କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ବର୍ଦ୍ଧିତ ଲକ୍‌ଡାଉନ୍‌ରେ  ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି। ତେବେ ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ। ସେହିପରି ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ୍ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଯଥେଷ୍ଟ ବଢ଼ିଛି। ଏବେ ପ୍ରାୟ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ସୂଚନା ଆସୁଛି। ବର୍ଦ୍ଧିତ ସଂକ୍ରମଣକୁ ଦେଖି ମେ’ ୫ ତାରିଖରୁ ମେ’ ୧୯ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ପରେ ସ୍ଥିତିକୁ ଦେଖି ରାଜ୍ୟ ସରକାର ଗତକାଲି ଏହାକୁ ଜୁନ୍ ପହିଲା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଗତକାଲି ବର୍ଦ୍ଧିତ ଲକ୍‌ଡାଉନ୍‌ ଅବଧି ସଂପର୍କରେ ଘୋଷଣା କଲା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ ଯେ ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ ସ୍ଥିର ରହିଛି। ଆଗକୁ ଏହା ନିଶ୍ଚିତ କମିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story