କରୋନା ଡର; ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ରେମୁଣା ପରିବା ମାର୍କେଟକୁ ପ୍ରବଳ ଗହଳି ହେଉଥିଲା  ତା ସାଙ୍ଗକୁ ଟ୍ରାଫିକ ଜାମ୍ ହେଉଥିବାରୁ ହଇରାଣ ହେଉଥିଲେ ସାଧାରଣ ଲୋକେ । ଏପରିକି ଲୋକେ କରୋନା ସମୟରେ ମଧ୍ୟ କଟକଣାକୁ ମାନିନଥିଲେ। ତେଣୁ ପ୍ରଶାସନ ବଜାରକୁ ସ୍ଥାନାନ୍ତର […]

REMUNA-1-1

REMUNA-1-1

Niharika Rout
  • Published: Thursday, 23 July 2020
  • Updated: 23 July 2020, 07:46 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ରେମୁଣା ପରିବା ମାର୍କେଟକୁ ପ୍ରବଳ ଗହଳି ହେଉଥିଲା  ତା ସାଙ୍ଗକୁ ଟ୍ରାଫିକ ଜାମ୍ ହେଉଥିବାରୁ ହଇରାଣ ହେଉଥିଲେ ସାଧାରଣ ଲୋକେ । ଏପରିକି ଲୋକେ କରୋନା ସମୟରେ ମଧ୍ୟ କଟକଣାକୁ ମାନିନଥିଲେ। ତେଣୁ ପ୍ରଶାସନ ବଜାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଶାସନର ଏପରି ନିଷ୍ପତ୍ତିକୁ  କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ପ୍ରଥମେ ବିରୋଧ କରିଥିଲେ । ତେଣୁ ଶେଷରେ ଜିଲ୍ଲା ପ୍ରଶାସନ ପୁଲିସ୍‌ ଲଗାଇ ମାର୍କେଟକୁ ସ୍ଥାନାନ୍ତର କରିଛି। ଏହି ନିଷ୍ପତ୍ତିକୁ ଗ୍ରାହକ ଓ ବ୍ୟବସାୟୀ  ସ୍ୱାଗତ କରିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story