୬ ଜିଲ୍ଲାରେ ୩୬ ଘାଇ, ତୁରନ୍ତ ନଦୀବନ୍ଧ ମରାମତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାରେ ମୋଟ ୩୬ଟି ଘାଇ ହୋଇଛି। ଏହି ବନ୍ୟାରେ ଭାଙ୍ଗିଥିବା ନବୀବନ୍ଧକୁୂ ତୁରନ୍ତ ମରାମତି କରିବା ନିମନ୍ତେ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସ(ଓସିସି)କୁ ଅନୁମତି ଦିଆଯାଇଛି। ଓସିସି ମାଧ୍ୟମରେ ନଦୀବନ୍ଧର ମରାମତି କରିବା ନିମନ୍ତେ ରାଜ୍ୟ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ଗର୍ଗ ଗତମାସରେ ଆସିଥିବା ବନ୍ୟାରେ ମୋଟ ୩୬ଟି ସ୍ଥାନରେ ନଦୀବନ୍ଧରେ ଘାଇ […]

anu-garg

anu-garg

Manoranjan Sial
  • Published: Thursday, 10 September 2020
  • Updated: 10 September 2020, 10:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅଗଷ୍ଟ ମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାରେ ମୋଟ ୩୬ଟି ଘାଇ ହୋଇଛି। ଏହି ବନ୍ୟାରେ ଭାଙ୍ଗିଥିବା ନବୀବନ୍ଧକୁୂ ତୁରନ୍ତ ମରାମତି କରିବା ନିମନ୍ତେ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସ(ଓସିସି)କୁ ଅନୁମତି ଦିଆଯାଇଛି। ଓସିସି ମାଧ୍ୟମରେ ନଦୀବନ୍ଧର ମରାମତି କରିବା ନିମନ୍ତେ ରାଜ୍ୟ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମତୀ ଗର୍ଗ ଗତମାସରେ ଆସିଥିବା ବନ୍ୟାରେ ମୋଟ ୩୬ଟି ସ୍ଥାନରେ ନଦୀବନ୍ଧରେ ଘାଇ ହୋଇଥିବାବେଳେ ଏଥିରୁ ସର୍ବାଧିକ ୨୫ଟି ଘାଇ ଯାଜପୁର ଜିଲ୍ଲାରେ ହୋଇଥିବା ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫ଟି, ମୟୂରଭଞ୍ଜ ଜିଲ୍ଲାରେ ୩ଟି, ପୁରୀ,ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍ଥାନରେ ନଦୀରେ ଘାଇ ହୋଇଛି। ସର୍ବାଧିକ ୧୪ଟି ଘାଇ ବ୍ରାହ୍ମଣୀ ନଦୀରେ ହୋଇଥିବାବେଳେ ଖରସୁଆଁରେ ୬ଟି, କଣି ନଦୀରେ ୨ଟି, ତନ୍ତିଘାଇରେ ୨ଟି, କେଲୁଆରେ ୨ଟି, ଗଙ୍ଗାହରରେ ୩ଟି, ଦୁଧେଇରେ ଗୋଟିଏ, ବୈତରଣୀରେ ଗୋଟିଏ, ବିରୂପାରେ ଗୋଟିଏ, ପଂଚୁପଡ଼ାରେ ୧ଟି, ରଜୁଆରେ ଗୋଟିଏ ଓ ଦୟା ନଦୀରେ ଗୋଟିଏ ଘାଇ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।

ଏହି ବନ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଂଚଳରେ ଏକ ନଦୀବନ୍ଧକୁ ଜାଣିଶୁଣି ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିଲା ଓ ଯେଉଁଥିପାଇଁ ମନୁଷ୍ୟକୃତ ବନ୍ୟା ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ୬ଟି ପଂଚାୟତର ଲୋକଙ୍କୁ ବନ୍ୟାଘେରରେ ରହିବାକୁ ପଡ଼ିଥିଲା। ଏହି ମନୁଷ୍ୟକୃତ ବନ୍ୟା ପାଇଁ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story