ବିଦ୍ୟୁତ୍‌ ଚୋରି ନେଇ ସୂଚନା ଦିଅନ୍ତୁ, ପୁରସ୍କାର ଜିତନ୍ତୁ

ଭୁବନେଶ୍ୱର: ବିଦ୍ୟୁତ୍‌ ଚୋରି ରୋକିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର। ଏଣିକି ବିଦ୍ୟୁତ୍‌ ଚୋରି ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର। ଜରିମାନା ଆଦାୟର ୧୦ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବିଦ୍ୟୁତ୍‌ ଚୋରି ନେଇ ଖବର ଦେଇଥିବା ସୂଚନାଦାତାଙ୍କ ପରିଚୟ ମଧ୍ୟ ଗୋପନ ରଖିବ ସେସୁ। ‌ଆସନ୍ତା ୩ରୁ ୪ ମାସ ମଧ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ। ସେସୁ ଅଞ୍ଚଳରେ ବିଦ୍ୟୁତ୍‌ […]

power-1..

power-1..

Niharika Rout
  • Published: Thursday, 05 September 2019
  • Updated: 05 September 2019, 02:46 PM IST

ଭୁବନେଶ୍ୱର: ବିଦ୍ୟୁତ୍‌ ଚୋରି ରୋକିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର। ଏଣିକି ବିଦ୍ୟୁତ୍‌ ଚୋରି ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର। ଜରିମାନା ଆଦାୟର ୧୦ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ। ଏନେଇ ଆଜି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ବିଦ୍ୟୁତ୍‌ ଚୋରି ନେଇ ଖବର ଦେଇଥିବା ସୂଚନାଦାତାଙ୍କ ପରିଚୟ ମଧ୍ୟ ଗୋପନ ରଖିବ ସେସୁ। ‌ଆସନ୍ତା ୩ରୁ ୪ ମାସ ମଧ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ। ସେସୁ ଅଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ନିମନ୍ତେ ନିଆଯିବ ଏପରି ପଦକ୍ଷେପ ନିଆଯିବ।

ଖାଲି ଏତିକି ନୁହେଁ ଆଗାମୀ ଦିନରେ SHG ମହିଳାଙ୍କୁ ବିଦ୍ୟୁତ୍‌ ବିଲ୍ ଆଦାୟ ପାଇଁ ମଧ୍ୟ ସୁଯୋଗ ଦିଆଯିବ ବୋଲି ସେସୁ ସିଇଓ କହିଛନ୍ତି। ଏହାସହ ସୋଶାଲ୍‌ ମିଡିଆ ଜରିଆରେ ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story