ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ ସରକାରଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ବିଭିନ୍ନ ଦୁର୍ନୀତି, ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ବିକ୍ରି ଷଡ଼ଯନ୍ତ୍ର, ଖଣିଜସମ୍ପଦ ଲୁଟ୍  ଓ ରାଜ୍ୟ ସରକାରଙ୍କ ନୂଆ ଶିକ୍ଷା ନୀତିକୁ କଡ଼ାଭାଷାରେ ବିରୋଧ କରାଯାଇଛି। ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇ ରାଜ୍ୟ କାର୍ଯ୍ୟକାରିଣୀରେ ନିନ୍ଦା ଓ ଧିକାର ପ୍ରସ୍ତାବ ମଧ୍ୟ ଆଗତ […]

bjpfinal-11

bjpfinal-11

Tapas Behera
  • Published: Saturday, 05 September 2020
  • Updated: 05 September 2020, 06:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ବିଭିନ୍ନ ଦୁର୍ନୀତି, ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ବିକ୍ରି ଷଡ଼ଯନ୍ତ୍ର, ଖଣିଜସମ୍ପଦ ଲୁଟ୍  ଓ ରାଜ୍ୟ ସରକାରଙ୍କ ନୂଆ ଶିକ୍ଷା ନୀତିକୁ କଡ଼ାଭାଷାରେ ବିରୋଧ କରାଯାଇଛି। ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇ ରାଜ୍ୟ କାର୍ଯ୍ୟକାରିଣୀରେ ନିନ୍ଦା ଓ ଧିକାର ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ରାଜନୀତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ମିଳିଛି।

ବିଜେପି ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ୱ ନେବାପରେ ଆଜି ତାଙ୍କ ନେତୃତ୍ୱରେ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ ପ୍ରମୁଖ ସାମିଲ ହୋଇଥିଲେ। ଆଜିର ଏହି କାର୍ଯ୍ୟକାରିଣୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିବାବେଳେ ଓଡ଼ିଶା ସରକାରଙ୍କ ବିଚାରବିହୀନ, ସମ୍ବେଦନହୀନତା ଓ ଭ୍ରଷ୍ଟାଚାର ଶାସନ ଓଡ଼ିଶାର ବିକାଶକୁ ନିମ୍ନଗାମୀ କରିଛି। ବିଜେଡି ଶାସନରେ ଓଡ଼ିଆ ଜାତିର ସ୍ୱାଭିମାନ ଭୁଲୁଣ୍ଠିତ ହେବା ସହ ରାଜ୍ୟରେ ସାମାଜିକ ଅର୍ଥନୀତିକ ଓ ରାଜନୀତିକ ମେରୁଦଣ୍ଡ ଭୁଷୁଡ଼ି ପଡ଼ିଛି।

ଓଡ଼ିଶା ସରକାର କୋଭିଡ୍ ପରିଚାଳନାରେ ନିଜର ଅକ୍ଷମତାର ଚରମ ନିଦର୍ଶନ ଦେଖାଇ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛନ୍ତି। କୋଭିଡ୍ କିଟ୍ କିଣାରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇଛି। କୋଭିଡବେଳେ ୩୧୫କୋଟି ଟଙ୍କା ନିର୍ମାଣ ଶ୍ରମିକଙ୍କୁ ବାଣ୍ଟିବାକୁ ଅନୁମତି ଦେଇଥିଲେ ମଧ୍ୟ ଆଜିସୁଦ୍ଧା ଯୋଗ୍ୟ ହିତାଧିକାରୀ ସହାୟତା ପାଇନାହାନ୍ତି। କୋଭିଡ୍ ପରିଚାଳନା ନାଁରେ ରାଜ୍ୟର ବେସରକାରୀ ହସ୍ପିଟାଲଗୁଡ଼ିକ ସହ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମାରେ ଭୟଙ୍କର ତ୍ରୁଟିଯୁକ୍ତ ଓ ଏଥିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଥିବା ବିଜେପି ଅଭିଯୋଗ କରିଛି।
ରାଜ୍ୟ କାର୍ଯ୍ୟକାରିଣୀରେ ଆଗତ ରାଜନୀତିକ ଚିଠା ପ୍ରସ୍ତାବରେ ରାଜ୍ୟରେ ଚୋରି,ଡକାୟତି,ହତ୍ୟା,ଦୁଷ୍କର୍ମ ଓ ମହିଳା ନିର୍ଯାତନା ଅହେତୁକ ବୃଦ୍ଧି ପାଉଥିବାବେଳେ ଶାସକ ଦଳ ଚାପରେ ପୁଲିସ ନିରବଦ୍ରଷ୍ଟା ସାଜିଛି। ଡ୍ରଗସ ଚୋରାକାରବାର ରାଜ୍ୟରେ କାୟାବିସ୍ତାର କରୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଘଟଣାରେ ବି ସରକାର ନୈତିକ ଦାୟିତ୍ୱ ଭୁଲିଯାଇଛନ୍ତି। ରାଜ୍ୟ ସରକାରଙ୍କ ଏତାଦୃଶ ପାରିବାପଣିଆକୁ ରାଜ୍ୟ କାର୍ଯ୍ୟକାରିଣୀ ନିନ୍ଦା ଓ ଧିକ୍କାର କରୁଛି।
ସେହିପରି କରୋନା ବିପତ୍ତିର ସୁଯୋଗ ନେଇ ବଗଲା ଧର୍ମଶାଳାକୁ ଅନଧିକାର ବିକ୍ରିୟ ପାଇଁ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର ଧରାପଡ଼ିଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ନକରିବା ପାଇଁ ରାଜ୍ୟ ସରକାର ପରୋକ୍ଷରେ ଉଦ୍ୟମ କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ସମ୍ଭବପର ହୋଇପାରିଲା। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଜେପି ଘୋର ନିନ୍ଦା କରୁଛି।
ସେହିପରି ଅନ୍ୟ ରାଜନୀତିକ ଚିଠା ପ୍ରସ୍ତାବ ମଧ୍ୟରେ ରାଜ୍ୟରେ ବେରୋଜଗାର ସମସ୍ୟା ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ନିନ୍ଦା କରାଯାଇଛି। ସରକାରୀ ଦଳର ଠିକାଦାରୀ ସ୍ୱାର୍ଥ ପାଇଁ ବନ୍ଧ ଭାଙ୍ଗି ଦିଆଯିବାରୁ ମନୁଷ୍ୟକୃତ ବନ୍ୟା ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଲଘୁ ଖଣିଜ ଦ୍ରବ୍ୟର ଳୁଟ, ରାଜ୍ୟସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଦୁରୂପଯୋଗ, କାମ୍ପାଫଣ୍ଡ ଦୁର୍ନୀତି ଆଦି ରାଜନୀତିକ ଚିଠା ପ୍ରସ୍ତାବ ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story