ଆସନ୍ତାକାଲି ଅପରାହ୍ନ ୨ଟାରୁ ଗଡ଼ିବନି 'ମୋ ବସ୍'

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ଦୀପାବଳିକୁ ଆଖି ଆଗରେ ରଖି ଆସନ୍ତାକାଲି ‘ମୋ ବସ୍’ ଚଳାଚଳ ଉପରେ କଟକଣା ଲଗାଯାଇଛି। କଟକଣା ଅନୁଯାୟୀ, ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ‘ମୋ ବସ୍’ ଚାଲିବ। ତେବେ ଏହା ପରଠାରୁ ରାତି ଯାଏ ବସ୍ ଗଡ଼ିବନି। ସେହିପରି ଆସନ୍ତାକାଲି କାଉଣ୍ଟର୍ ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ୍ ମଧ୍ୟ ବନ୍ଦ ରହିବ। ଏ ନେଇ CRUT ସୂଚନା ଦେଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ […]

mo-bus

Ranjit Kumar Jena
  • Published: Friday, 13 November 2020
  • , Updated: 13 November 2020, 06:52 PM IST

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ଦୀପାବଳିକୁ ଆଖି ଆଗରେ ରଖି ଆସନ୍ତାକାଲି 'ମୋ ବସ୍' ଚଳାଚଳ ଉପରେ କଟକଣା ଲଗାଯାଇଛି। କଟକଣା ଅନୁଯାୟୀ, ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ 'ମୋ ବସ୍' ଚାଲିବ। ତେବେ ଏହା ପରଠାରୁ ରାତି ଯାଏ ବସ୍ ଗଡ଼ିବନି।

ସେହିପରି ଆସନ୍ତାକାଲି କାଉଣ୍ଟର୍ ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ୍ ମଧ୍ୟ ବନ୍ଦ ରହିବ। ଏ ନେଇ CRUT ସୂଚନା ଦେଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏପରିକି ରାଜ୍ୟରେ ବାଣ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story