କଟକରେ ଛଟ୍‌ ପୂଜା ଉପରେ ଲାଗିଲା କଟକଣା

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୦ ତାରିଖରେ ଛଟ୍ ପୂଜା ପଡ଼ୁଛି। ତେବେ ତା’ ପୂର୍ବରୁ ଏହି ପୂଜା ପାଳିବା ଉପରେ କଟକରେ ଜାରି ହୋଇଛି କଟକଣା। କଟକ ମହାନଗର ନିଗମ (ସିଏମ୍‌ସି) କର୍ତ୍ତୃପକ୍ଷ ଜାରି କରିଛନ୍ତି କଟକଣା। ସିଏମ୍‌ସି ଅଞ୍ଚଳରେ କୌଣସି ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ପାଳନ କରାଯାଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଏମ୍‌ସି ପକ୍ଷରୁ କୁହାଯାଇଛି ଛଟ୍ ପୂଜା ବେଳେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର […]

Chhat Puja

Chhat Puja

Jitendra Garnayak
  • Published: Wednesday, 03 November 2021
  • Updated: 03 November 2021, 05:26 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୦ ତାରିଖରେ ଛଟ୍ ପୂଜା ପଡ଼ୁଛି। ତେବେ ତା’ ପୂର୍ବରୁ ଏହି ପୂଜା ପାଳିବା ଉପରେ କଟକରେ ଜାରି ହୋଇଛି କଟକଣା। କଟକ ମହାନଗର ନିଗମ (ସିଏମ୍‌ସି) କର୍ତ୍ତୃପକ୍ଷ ଜାରି କରିଛନ୍ତି କଟକଣା।

ସିଏମ୍‌ସି ଅଞ୍ଚଳରେ କୌଣସି ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ପାଳନ କରାଯାଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସିଏମ୍‌ସି ପକ୍ଷରୁ କୁହାଯାଇଛି ଛଟ୍ ପୂଜା ବେଳେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷା ଓ କୋଭିଡ୍ ବ୍ୟାପିବା ଆଶଙ୍କାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ କାଳୀପୂଜା ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ମୁତୟନ ହେବେ ୧୨ ପ୍ଲାଟୁନ୍ ଫୋର୍ସ। ୧୪ଟି ଏଡ୍ ପୋଷ୍ଟ ପ୍ରତିଷ୍ଠା ସହ ୧୦୪ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ କଟକ ସହରରେ ୭୧ଟି କାଳୀମେଢ଼ ପୂଜା ପାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story