ଶେଷ ହେଲା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗଣତି ନେଇ ଭୁବନେଶ୍ୱରରେ ୨ଦିନ ଧରି ଚାଲିଥିବା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି। ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ୍ ଗଣତି ନେଇ ଜିଲ୍ଲାପାଳ ଓ ରିଟଣ୍ଣିଂ ଅଫିସରଙ୍କୁ ପୋଷ୍ଟାଲ ବ୍ୟାଲଟର ଗଣତି କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ବିଶେଷ କରି ଭିଭିପ୍ୟାଟ୍ କାଉଣ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ହଲ୍ କାଉଣ୍ଟର୍ କେମିତି ତିଆରି କରାଯିବ ସେ ନେଇ ମଧ୍ୟ ସମସ୍ତଙ୍କୁ ଅବଗତ […]

returning-officer

returning-officer

Manoranjan Sial
  • Published: Tuesday, 14 May 2019
  • Updated: 14 May 2019, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗଣତି ନେଇ ଭୁବନେଶ୍ୱରରେ ୨ଦିନ ଧରି ଚାଲିଥିବା ରିଟଣ୍ଣିଂ ଅଫିସରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି। ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ୍ ଗଣତି ନେଇ ଜିଲ୍ଲାପାଳ ଓ ରିଟଣ୍ଣିଂ ଅଫିସରଙ୍କୁ ପୋଷ୍ଟାଲ ବ୍ୟାଲଟର ଗଣତି କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ବିଶେଷ କରି ଭିଭିପ୍ୟାଟ୍ କାଉଣ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ହଲ୍ କାଉଣ୍ଟର୍ କେମିତି ତିଆରି କରାଯିବ ସେ ନେଇ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଛି। ଏହାସହ ବୁଧବାରଠାରୁ ସମସ୍ତ ୩୦ ଜିଲ୍ଲାରେ ଆରମ୍ଭ ହେଉଛି ଭୋଟଗଣତି ପ୍ରଶିକ୍ଷଣ। ୩୦ ଜିଲ୍ଲାରେ ପ୍ରଶିକ୍ଷଣ ପାଇଁ ୩୦ ମାଷ୍ଟରଟ୍ରେନରଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ୬୩ କେନ୍ଦ୍ରର ୧୫୩ଟି ହଲ୍‌ରେ ଭୋଟ ଗଣତି ହେବ। ଏଥିପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଟ୍ରେନିଂ ଭଲ ହେଲେ ଭୋଟ ଗଣତିରେ ତ୍ରୁଟି କମ୍ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story