କରୋନାରେ ବଢ଼ିଛି ରାଜସ୍ୱ ସଂଗ୍ରହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଓଡ଼ିଶାରେ ରାଜସ୍ୱ ସଂଗ୍ରହ ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ରହିଛି। ୨୦୧୯ ଅକ୍ଟୋବର ମାସ ତୁଳନାରେ ଚଳିତବର୍ଷ ଅକ୍ଟୋବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ୨.୨୭% ବୃଦ୍ଧି ପାଇଛି। ଏହାସହିତ କରୋନା କଟକଣା ମଧ୍ୟରେ ବି ବଜେଟ ଖର୍ଚ୍ଚ ଅକ୍ଟୋବର ଶେଷସୁଦ୍ଧା ୫୧ହଜାର କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବସ୍ତରୀୟ […]

reve

reve

Manoranjan Sial
  • Published: Tuesday, 10 November 2020
  • Updated: 10 November 2020, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଓଡ଼ିଶାରେ ରାଜସ୍ୱ ସଂଗ୍ରହ ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ରହିଛି। ୨୦୧୯ ଅକ୍ଟୋବର ମାସ ତୁଳନାରେ ଚଳିତବର୍ଷ ଅକ୍ଟୋବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ୨.୨୭% ବୃଦ୍ଧି ପାଇଛି। ଏହାସହିତ କରୋନା କଟକଣା ମଧ୍ୟରେ ବି ବଜେଟ ଖର୍ଚ୍ଚ ଅକ୍ଟୋବର ଶେଷସୁଦ୍ଧା ୫୧ହଜାର କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଓ ବାର୍ଷିକ ବଜେଟ୍ ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା । ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଅକ୍ଟୋବର ମାସ ଶେଷସୁଦ୍ଧା ରାଜ୍ୟର ନିଜସ୍ୱ ଟିକସ ଓ ଅଣଟିକସ ବାବଦ ରାଜସ୍ୱ ସଂଗ୍ରହ ଅପେକ୍ଷାକୃତ ୨.୨୭% ବୃଦ୍ଧି ପାଇଛି। ୨୦୧୯ ଅକ୍ଟୋବର ଶେଷସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ସଂଗ୍ରହ ୨୫୦୦୨.୮୪କୋଟି ଟଙ୍କା ଥିବାବେଳେ ଚଳିତ ଅକ୍ଟୋବର ଶେଷସୁଦ୍ଧା ଏହା ୨୫୫୭୧.୪୨କୋଟି ଟଙ୍କାକୁ ବୃଦ୍ଧି ପାଇଛି।

କେବଳ ଅଣଟିକସ ରାଜସ୍ୱରେ ଗତ ଆର୍ଥିକ ବର୍ଷ ତୁଳନାରେ ୨୩.୪୧% ବଢ଼ିଛି। ୨୦୧୯ ଅକ୍ଟୋବରରେ ଅଣଟିକସ ରାଜସ୍ୱ ୭୫୩୩.୨୬କୋଟି ଟଙ୍କା ଥିବାବେଳେ ଏଥର ତାହା ୯୨୯୬.୬୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସଟଡାଉନ୍ ଓ ଲକଡାଉନ୍ ସତ୍ତ୍ୱେ ଅକ୍ଟୋବର ଶେଷ ସୁଦ୍ଧା ଚଳିତ ଆର୍ଥିକ ବର୍ଷର ମୋଟ ବଜେଟରୁ ୫୧ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ସର୍ବାଧିକ ୨୬ହଜାର କୋଟି ଟଙ୍କା ସାମାଜିକ କ୍ଷେତ୍ର ପାଇଁ ଖର୍ଚ୍ଚ ହୋଇଛି।

ସେହିପରି ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗକୁ ବିଭିନ୍ନ ପ୍ରକଳ୍ପଗୁଡ଼ିକର ପ୍ରାଥମିକତାକୁ ଚିହ୍ନଟ କରି ସେଗୁଡ଼ିକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବାକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି। ଓଏମବିଏଡିସି ଓ ଡିଏମଏଫ ପାଣ୍ଠିରୁ ପ୍ରାୟ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଏବେ କାର୍ଯ୍ୟକାରୀ କରାଯାଉଥିବାବେଳେ ଏସବୁ ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ନିମନ୍ତେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କୁ ଚଳିତ ମାସରେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲା ଗସ୍ତ କରି ଶୀତ ଋତୁରେ କୋଭିଡ୍ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ, ସରକାରୀ ହସ୍ପିଟାଲରେ ଚିକତ୍ସା ସୁବିଧା, ବିଭିନ୍ନ ଜୀବିକାନିର୍ବାହ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଆଦି ସମୀକ୍ଷା କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story