କ୍ରାନ୍ତିକାରୀ ବଜେଟ: ସମୀର; ବଜେଟ୍‌ ଐତିହାସିକ ବିପତ୍ତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ଏକ କ୍ରାନ୍ତିକାରୀ ବଜେଟ୍ ବୋଲି ରାଜ୍ୟ ବିଜେପି କହିଥିବାବେଳେ ପ୍ରଦେଶ କଂଗ୍ରେସ ଏହି ବଜେଟକୁ ଐତିହାସିକ ବିପତ୍ତି କହିଛି। ଆଜି କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀବେଳେ ରାଜ୍ୟ ଓ ଦେଶର ଆର୍ଥିିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶର ଅର୍ଥନୀତିକ ଅବସ୍ଥା ଏପରିକି ବାଂଲାଦେଶ ଠାରୁ ବି ଖରାପ ସ୍ଥିତିରେ ପହଂଚିଛି। […]

congress

congress

Manoranjan Sial
  • Published: Monday, 01 February 2021
  • Updated: 01 February 2021, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ଏକ କ୍ରାନ୍ତିକାରୀ ବଜେଟ୍ ବୋଲି ରାଜ୍ୟ ବିଜେପି କହିଥିବାବେଳେ ପ୍ରଦେଶ କଂଗ୍ରେସ ଏହି ବଜେଟକୁ ଐତିହାସିକ ବିପତ୍ତି କହିଛି।

ଆଜି କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀବେଳେ ରାଜ୍ୟ ଓ ଦେଶର ଆର୍ଥିିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶର ଅର୍ଥନୀତିକ ଅବସ୍ଥା ଏପରିକି ବାଂଲାଦେଶ ଠାରୁ ବି ଖରାପ ସ୍ଥିତିରେ ପହଂଚିଛି। ଏହା ଏକ ଐତିହାସିକ ବିପତ୍ତି। ଗରିବ ଓ ଗ୍ରାମୀଣ ଏବଂ ସହରାଂଚଳରେ ଥିବା ମଧ୍ୟବିତ୍ତ ଲୋକଙ୍କର ଉର୍ପାଜନ ବଢ଼ିବାର କୌଣସି ସମ୍ଭାବନା ନାହିଁ। ଏପରିକି କୋଟି କୋଟି ଲୋକ ରୋଜଗାର ହରାଇ ବସିଛନ୍ତି ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଜଗାର ଦେବାରେ ସମ୍ପୂର୍ଣ୍ଣର୍ ବିଫଳ ହୋଇଛନ୍ତି।

ଅନ୍ୟପକ୍ଷରେ ଦେଶର ୧% ଲୋକଙ୍କର ୩୫% ଆୟ ବଢ଼ିଯାଇଛି। ସେମାନଙ୍କର ଟ୍ୟାକ୍ସେସନ ବ୍ୟବସ୍ଥା ନଥିବାରୁ ରାଜସ୍ୱ ଭରଣା କିପରି ହେବ ଓ ରୋଜଗାର କିପରି ବଢ଼ିବ, ଉତ୍ପାଦନ କିପରି ବୃଦ୍ଧି ହେବ, ଚାଷୀଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ କିପରି? ଯୁବକମାନେ କର୍ମନିଯୁକ୍ତି ପାଇବେ କିପରି ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ଏହା ଏକ ନୈରାଶ୍ୟଜନକ ବଜେଟ। ଏହି ବଜେଟଟି ପୁଞ୍ଜପତିଙ୍କୁ ସୁହାଇଲା ଭଳି ବଜେଟ। ଦେଶକୁ ବିକ୍ରି କରିବା ପାଇଁ ଏହା ଏକ ମସୁଧା ଅଟେ। ଏଥିରେ ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ବିକ୍ରି କରିବା ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥକ ବଜେଟ ଆମ ଦେଶର ଆର୍ôଥକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛିା ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବା ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛିା

ଏହି ବଜେଟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବୋ ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ସକରାତ୍ମକ ପରିବର୍ତନ ଆଣିବା ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ। ଚାଷୀମାନଙ୍କୁ ଦେଢଗୁଣା ଏମଏସପି ସୁନିଶ୍ଚିତ କରି ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story