ଜଗତସିଂହପୁରରେ ବିଜେଡି ‘ଦୁଇଫାଳ’

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ବିଧାୟକ ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ଜଗତସିଂହପୁରରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲା। କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଶକ୍ତି ପ୍ରଦର୍ଶନ ହେଉ କି ନହେଉ ସମାବେଶରେ ଜଗତସିଂହପୁରରେ ଯେ ବିଜେଡି ‘ଦୁଇ ଫାଳ’ ତାହା ଦେଖିବାକୁ ମିଳିଥିଲା। ସମାବେଶ ବେଳେ ବିଜେଡିରେ ଥିବା ଅନ୍ତର୍ଦ୍ଵନ୍ଦ୍ଵ ଫୁଟି ବାହାରିଛି। ଦୁଇଗୋଷ୍ଠୀ କେବଳ କାଦୁଅ ଫିଙ୍ଗାଫିଙ୍ଗି ହୋଇନାହାନ୍ତି, ଧସ୍ତାଧସ୍ତି […]

bjd

bjd

Jyoshna Pradhan
  • Published: Sunday, 30 September 2018
  • Updated: 30 September 2018, 07:09 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ବିଧାୟକ ଦାମୋଦର ରାଉତ ଦଳରୁ ବହିଷ୍କୃତ ହେବା ପରେ ଜଗତସିଂହପୁରରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲା। କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଶକ୍ତି ପ୍ରଦର୍ଶନ ହେଉ କି ନହେଉ ସମାବେଶରେ ଜଗତସିଂହପୁରରେ ଯେ ବିଜେଡି ‘ଦୁଇ ଫାଳ’ ତାହା ଦେଖିବାକୁ ମିଳିଥିଲା।

ସମାବେଶ ବେଳେ ବିଜେଡିରେ ଥିବା ଅନ୍ତର୍ଦ୍ଵନ୍ଦ୍ଵ ଫୁଟି ବାହାରିଛି। ଦୁଇଗୋଷ୍ଠୀ କେବଳ କାଦୁଅ ଫିଙ୍ଗାଫିଙ୍ଗି ହୋଇନାହାନ୍ତି, ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି।

ଏହି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ। ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍‌ ନିକଟରେ ବିଷ୍ଣୁ-ରାଜଶ୍ରୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ବିଷ୍ଣୁଙ୍କ ସମର୍ଥକ ‘ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ’ ନାରା ଦେଉଥିବା ବେଳେ ରାଜଶ୍ରୀଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ କଥା ଧସ୍ତାଧସ୍ତି ପର୍ଯ୍ୟନ୍ତ ଚାଲିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story