ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି

ବାଲେଶ୍ୱର/ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ତିତ୍‌ଲି’ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ବି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ମୁଳିଆପଦା, ଝିଙ୍କିରିଆ ଓ  ତିତ୍ରିତା ଅଞ୍ଚଳରେ ବର୍ଷା ହେବାରୁ ଏହାର ଜଳସ୍ତର ବୃଦ୍ଧି ପାଇଛି। ଜଳକା ନଦୀର ବିପଦ ସଙ୍କେତ ମଥାନି ଠାରେ […]

water

water

Jyoshna Pradhan
  • Published: Saturday, 13 October 2018
  • Updated: 13 October 2018, 09:20 AM IST

Sports

Latest News

ବାଲେଶ୍ୱର/ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ତିତ୍‌ଲି’ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ବି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ମୁଳିଆପଦା, ଝିଙ୍କିରିଆ ଓ  ତିତ୍ରିତା ଅଞ୍ଚଳରେ ବର୍ଷା ହେବାରୁ ଏହାର ଜଳସ୍ତର ବୃଦ୍ଧି ପାଇଛି।

ଜଳକା ନଦୀର ବିପଦ ସଙ୍କେତ ମଥାନି ଠାରେ ୫.୫୦ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ୬.୫୦ ମିଟର ରହିଥିଲା। ଫଳରେ ବାଲିଆପାଳ-ବସ୍ତା ରାସ୍ତାର ପେଜଗଳା ପୋଲ ଠାରେ ୧ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି।

ସେହିପରି  ସୋର ସ୍ଥିତ କାଂଶବାଂଶ ନଦୀ ୭.୫ ମିଟର ବିପଦ ସଂକେତ ଛୁଇଁଛି। ବାରୁଣୀଘାଟରେ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଟପିଛି। ଏଠାରେ ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମି.ମି ଥିବା ବେଳେ ଜଳସ୍ତର ୮.୨୨ମି.ମି ରହିଛି।

ସୋନ ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। କାଆଁଶ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି। ସୁନେଇ ଓ କାଳ ଡ୍ୟାମର ଗୋଟିଏ ଲେଖାଏ ଗେଟ୍ ଖୋଲିଛି। ଡ୍ୟାମ୍‌ ଗେଟ୍ ଖୋଲିଯିବା ପରେ ନଦୀର ତଳ ଭାଗରେ ଜଳସ୍ତର ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story