ରାଉରକେଲା: ଭେଟନାରୀ ସର୍ଜନ ହତ୍ୟା ଘଟଣାରେ ୨ ଗିରଫ

ରାଉରକେଲା: ରାଉରକେଲାରେ ଭେଟନାରୀ ସର୍ଜନ ବାଳକୃଷ୍ଣ ମାଝିଙ୍କ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଅରବିନ୍ଦ ସାହୁ ଏବହ ମହମ୍ମଦ ଦାବିର। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣ ଏବେ ବି ଫେରାର ଅଛନ୍ତି। ଗତକାଲି ସନ୍ଧ୍ୟାରେ କୁଆଁରମୁଣ୍ଡା ଡାଇରୀ ଫାର୍ମର ଭେଟନାରୀ ସର୍ଜନ ବାଳକୃଷ୍ଣଙ୍କ ଘରେ ପଶି ୬ ଜଣ ହକାୟତ ଙ୍କୁ ଆକ୍ରମଣ କରି ୩୫,୦୦୦ ଟଙ୍କା ଲୁଟି ନେଇଥିଲେ। ଡକାୟତଙ୍କ ଆକ୍ରମଣେ ବାଳକୃଷ୍ଣଙ୍କ ମୃତ୍ୟୁ […]

rkl

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 05:38 PM IST

ରାଉରକେଲା: ରାଉରକେଲାରେ ଭେଟନାରୀ ସର୍ଜନ ବାଳକୃଷ୍ଣ ମାଝିଙ୍କ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଅରବିନ୍ଦ ସାହୁ ଏବହ ମହମ୍ମଦ ଦାବିର। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣ ଏବେ ବି ଫେରାର ଅଛନ୍ତି।

ଗତକାଲି ସନ୍ଧ୍ୟାରେ କୁଆଁରମୁଣ୍ଡା ଡାଇରୀ ଫାର୍ମର ଭେଟନାରୀ ସର୍ଜନ ବାଳକୃଷ୍ଣଙ୍କ ଘରେ ପଶି ୬ ଜଣ ହକାୟତ ଙ୍କୁ ଆକ୍ରମଣ କରି ୩୫,୦୦୦ ଟଙ୍କା ଲୁଟି ନେଇଥିଲେ। ଡକାୟତଙ୍କ ଆକ୍ରମଣେ ବାଳକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ପୁଅ ଗୁରୁତର ଆହତ ହୋଇ ଆଇଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି।

Related story