ରାଉରକେଲା ଓ ସୁନ୍ଦରଗଡ ବନଖଣ୍ଡ ଅଞ୍ଚଳରେ ଅଛନ୍ତି ମୋଟ ୯ଟି ହତୀ
ରାଉରକେଲା: ରାଉରକେଲା ଓ ସୁନ୍ଦରଗଡ ବନଖଣ୍ଡ ଅଞ୍ଚଳରେ ମୋଟ ୯ଟି ହତୀ ଅଛନ୍ତି। ଏବେ ସରିଥିବା ହାତୀ ଗଣାନାରୁ ଏହା ଜଣା ପଡିଛି। ଗତ ୨୬, ୨୭, ୨୮ ତିନି ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଫଳାଫଳ ଡିଏଫଙ୍କୁ ପ୍ରଦାନ କରାଯାଇଛି। ହାତୀ ଗଣତି ପାଇଁ ରାଉଲକେଲା ବନଖଣ୍ଡରେ ମୋଟ ୧୫୦ ଟି ମଞ୍ଚା ବନ୍ଧା ହୋଇଥିବା ବେଳେ ଓ ସୁନ୍ଦରଗଦ ବନଖଣ୍ଡରେ ୫୦୦ ଟି ବନ୍ଧା ହୋଇଥିଲା। ତେବେ ରାଉର କେଲାରେ ଦେଖାଯାଉଥିବା ହାତୀଗୁଡିକ ଝାଡଖଣ୍ଡର […]
ରାଉରକେଲା: ରାଉରକେଲା ଓ ସୁନ୍ଦରଗଡ ବନଖଣ୍ଡ ଅଞ୍ଚଳରେ ମୋଟ ୯ଟି ହତୀ ଅଛନ୍ତି। ଏବେ ସରିଥିବା ହାତୀ ଗଣାନାରୁ ଏହା ଜଣା ପଡିଛି। ଗତ ୨୬, ୨୭, ୨୮ ତିନି ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଫଳାଫଳ ଡିଏଫଙ୍କୁ ପ୍ରଦାନ କରାଯାଇଛି। ହାତୀ ଗଣତି ପାଇଁ ରାଉଲକେଲା ବନଖଣ୍ଡରେ ମୋଟ ୧୫୦ ଟି ମଞ୍ଚା ବନ୍ଧା ହୋଇଥିବା ବେଳେ ଓ ସୁନ୍ଦରଗଦ ବନଖଣ୍ଡରେ ୫୦୦ ଟି ବନ୍ଧା ହୋଇଥିଲା। ତେବେ ରାଉର କେଲାରେ ଦେଖାଯାଉଥିବା ହାତୀଗୁଡିକ ଝାଡଖଣ୍ଡର ସରଣ୍ଡା ଅଞ୍ଚଳରୁ ଆସିଥାନ୍ତି ବୋଲି ରେଞର କହିଛନ୍ତି।