ରାସ୍ତା ପାରି ହେଉଥିଲେ, ବାଇକ୍ ଧକ୍କାରେ ଚାଲିଗଲେ ଆୟା

କୋରାପୁଟ(ଓଡ଼ିଶା ରିପୋର୍ଟର): ରାସ୍ତା ପାର ହେଉଥିଲେ। ଏହି ସମୟରେ ଦୃତ ଗତିରେ ଆସୁଥିବା ବାଇକ୍ ଧକ୍କା ଦେଲା। ବାଇକ୍ ଧକ୍କାରେ ଚାଲିଗଲା ଆୟାଙ୍କ ଜୀବନ। ମୃତ ମହିଳା ଚିକାପାର ଗାଁର ଲିବି ବେନିୟା(୪୨)।  ସେ ଏକ ଘରୋଇ ସ୍କୁଲରେ ଆୟା ଭାବେ କାମ କରନ୍ତି। ଆଜି ପାନ୍ଥିକା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ବାଇକ୍ ଚାଳକ। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ କୋରାପୁଟର ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ […]

road-block

road-block

Niranjan Mishra
  • Published: Wednesday, 17 August 2022
  • Updated: 17 August 2022, 06:50 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ରାସ୍ତା ପାର ହେଉଥିଲେ। ଏହି ସମୟରେ ଦୃତ ଗତିରେ ଆସୁଥିବା ବାଇକ୍ ଧକ୍କା ଦେଲା। ବାଇକ୍ ଧକ୍କାରେ ଚାଲିଗଲା ଆୟାଙ୍କ ଜୀବନ। ମୃତ ମହିଳା ଚିକାପାର ଗାଁର ଲିବି ବେନିୟା(୪୨)।  ସେ ଏକ ଘରୋଇ ସ୍କୁଲରେ ଆୟା ଭାବେ କାମ କରନ୍ତି। ଆଜି ପାନ୍ଥିକା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ବାଇକ୍ ଚାଳକ। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ କୋରାପୁଟର ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ପାନ୍ଥିକା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁସାରେ, ସବୁଦିନ ଭଳି କାମ ସାରି ଲିବି ବେନିୟା ଘରକୁ ଫେରୁଥିଲେ। ପାନ୍ଥିକା ଛକ ଠାରେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କୌଶଳ କ୍ରମେ ବାଇକ୍ ଚାଳକ ଘଟଣାସ୍ଥଳରୁ ପଳାଇଯାଇଥିଲା। ପରେ ମହିଳାଙ୍କ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ରଖି ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀଙ୍କୁ ଗିରଫ କରିବା ଏବଂ ମୃତକଙ୍କ ପରିବାରଙ୍କୁ ଉଚିତ୍ କ୍ଷତିପୂରଣ ରାଶି ଦେବାକୁ ଦାବି କରିଥିଲେ।

ରାସ୍ତା ଅବରୋଧ ହଟାଇବା ପାଇଁ ଘଟଣାସ୍ଥଳରେ ସୁନାବେଡା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story